ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି, ଦେଖିଛନ୍ତି ବିଶ୍ୱଯୁଦ୍ଧ ଓ ଦୁଇଟି ମହାମାରୀ

ମାରିଆ ବ୍ରାନିଆସ୍ ମୋରେରାଙ୍କୁ ୧୧୭ ବର୍ଷ ବୟସ। ସେ ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତି। ସେ ଆଜି ମଧ୍ୟ ପୃଥିବୀର ସବୁଠାରୁ ବୟସ୍କ ଜୀବିତ ବ୍ୟକ୍ତି।  ତାଙ୍କ ବୟସକୁ ନେଇ ସେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ୱାର୍ଲ୍ଡ ରେକର୍ଡ୍ସରେ ସ୍ଥାନିତ ହୋଇଛନ୍ତି। ନିକଟରେ ସେ ତାଙ୍କର ୧୧୭ ତମ ଜନ୍ମଦିନ ପାଳନ କରିଥିଲେ।  ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା।  ମୋରେନା ସ୍ପେନର ଗୃହଯୁଦ୍ଧକୁ ମଧ୍ୟ ଦେଖିଛନ୍ତି ଏବଂ ଦୁଇଟି ମହାମାରୀ, ସ୍ପେନୀୟ ଫ୍ଲୁ ଏବଂ କୋଭିଡ-19ର ମହାମାରୀର ସାକ୍ଷୀ।ମାରିୟାଙ୍କ ଜନ୍ମ 4 ମାର୍ଚ୍ଚ 1907ରେ ଆମେରିକାର ସାନ ଫ୍ରାନ୍ସିସକୋରେ ହୋଇଥିଲା। କିନ୍ତୁ ଯେତେବେଳେ ତାଙ୍କୁ ଆଠ ବର୍ଷ ହୋଇଥିଲା, ମାରିୟାଙ୍କ ବାପା ତାଙ୍କ ଦେଶ ସ୍ପେନକୁ ଯିବାକୁ ସ୍ଥିର କଲେ। ଏହା 1915 ମସିହାର କଥା। ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା, ଯେଉଁ କାରଣରୁ ଆଟଲାଣ୍ଟିକ୍ ଦେଇ ଯାଉଥିବା ଜାହାଜରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।ମାରିୟାଙ୍କ ପିତା ସ୍ପେନରେ ପହଞ୍ଚିବା ପୂର୍ବରୁ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ୧୯୩୧ ମସିହାରେ, ମାରିଆ ଜଣେ ଡାକ୍ତର ଜୋନ୍ ମୋରେଟଙ୍କୁ ବିବାହ କରିଥିଲେ। ସେମାନଙ୍କ ବିବାହର ୫ ବର୍ଷ ପରେ, ସ୍ପେନରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା, ଯାହା ପ୍ରାୟ ତିନି ବର୍ଷ ଧରି ଚାଲିଥିଲା। ସେମାନଙ୍କର ଦାମ୍ପତ୍ୟ ଜୀବନ ଚାରି ଦଶନ୍ଧି ଧରି ଚାଲିଥିଲା। 1976 ରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା।ମାରିଆଙ୍କର

ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି, ଦେଖିଛନ୍ତି ବିଶ୍ୱଯୁଦ୍ଧ ଓ ଦୁଇଟି ମହାମାରୀ

ମାରିଆ ବ୍ରାନିଆସ୍ ମୋରେରାଙ୍କୁ ୧୧୭ ବର୍ଷ ବୟସ ସେ ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତି। ସେ ଆଜି ମଧ୍ୟ ପୃଥିବୀର ସବୁଠାରୁ ବୟସ୍କ ଜୀବିତ ବ୍ୟକ୍ତି।  ତାଙ୍କ ବୟସକୁ ନେଇ ସେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ୱାର୍ଲ୍ଡ ରେକର୍ଡ୍ସରେ ସ୍ଥାନିତ ହୋଇଛନ୍ତି। ନିକଟରେ ସେ ତାଙ୍କର ୧୧୭ ତମ ଜନ୍ମଦିନ ପାଳନ କରିଥିଲେ।  ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା।  

ମୋରେନା ସ୍ପେନର ଗୃହଯୁଦ୍ଧକୁ ମଧ୍ୟ ଦେଖିଛନ୍ତି ଏବଂ ଦୁଇଟି ମହାମାରୀସ୍ପେନୀୟ ଫ୍ଲୁ ଏବଂ କୋଭିଡ-19ର ମହାମାରୀର ସାକ୍ଷୀ।

ମାରିୟାଙ୍କ ଜନ୍ମ 4 ମାର୍ଚ୍ଚ 1907ରେ ଆମେରିକାର ସାନ ଫ୍ରାନ୍ସିସକୋରେ ହୋଇଥିଲା। କିନ୍ତୁ ଯେତେବେଳେ ତାଙ୍କୁ ଆଠ ବର୍ଷ ହୋଇଥିଲାମାରିୟାଙ୍କ ବାପା ତାଙ୍କ ଦେଶ ସ୍ପେନକୁ ଯିବାକୁ ସ୍ଥିର କଲେ। ଏହା 1915 ମସିହାର କଥା। ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲାଯେଉଁ କାରଣରୁ ଆଟଲାଣ୍ଟିକ୍ ଦେଇ ଯାଉଥିବା ଜାହାଜରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ମାରିୟାଙ୍କ ପିତା ସ୍ପେନରେ ପହଞ୍ଚିବା ପୂର୍ବରୁ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ୧୯୩୧ ମସିହାରେମାରିଆ ଜଣେ ଡାକ୍ତର ଜୋନ୍ ମୋରେଟଙ୍କୁ ବିବାହ କରିଥିଲେ। ସେମାନଙ୍କ ବିବାହର ୫ ବର୍ଷ ପରେସ୍ପେନରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲାଯାହା ପ୍ରାୟ ତିନି ବର୍ଷ ଧରି ଚାଲିଥିଲା। ସେମାନଙ୍କର ଦାମ୍ପତ୍ୟ ଜୀବନ ଚାରି ଦଶନ୍ଧି ଧରି ଚାଲିଥିଲା। 1976 ରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା।

ମାରିଆଙ୍କର ତିନୋଟି ସନ୍ତାନ ଥିଲେସେମାନଙ୍କ ମଧ୍ୟରୁ ଜଣେ 86 ବର୍ଷ ବୟସରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତାଙ୍କର ୧୧ ନାତି ନାତୁଣୀ ଅଛନ୍ତି। ମୋରେରାଙ୍କ ସାନ ଝିଅ ବୟସ 78 ବର୍ଷ।

ପ୍ରକାଶଥାଉକି ମାରିୟା ବ୍ରାନିଆ ମୋରେନା ଗତ ୨୩ ବର୍ଷ ଧରି ନର୍ସିଂହୋମରେ ରହି ଆସୁଛନ୍ତି। ସୂଚନା ଅନୁଯାୟୀତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଛି। 2020 ମସିହାରେମାରିୟାଙ୍କୁ କରୋନାରେ ଆକ୍ରାନ୍ତ ହୋଇଥିଲେ କିନ୍ତୁ ସେ କିଛି ସପ୍ତାହ ମଧ୍ୟରେ ସୁସ୍ଥ ହୋଇଗଲେ। ସେ ଦୁନିଆର ସବୁଠୁ ଅଧିକ ବୟସ ଭାବେ କୋଭିଡରୁ ସୁସ୍ଥ ହୋଇଛନ୍ତି।

ପୂର୍ବରୁ ସବୁଠାରୁ ଅଧିକ ସମୟ ବଞ୍ଚିଥିବା ବ୍ୟକ୍ତି ହେଉଛନ୍ତି ଫରାସୀ ମହିଳା ଜାନେ କାଲମେଣ୍ଟ। ସେ ୧୨୨ ବର୍ଷ ୧୬୪ ଦିନ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା। ଏହାପୂର୍ବରୁଏହି ରେକର୍ଡ ଫ୍ରାନ୍ସର ଲୁସିଲି ରାଣ୍ଡନଙ୍କ ନାମରେ ଥିଲା  ସେ ୧୧୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା।