ବିଷ ବଳୟରେ ରାଜଧାନୀ; ଧୂଳି ଧୂଆଁରେ ଅଣନିଃଶ୍ୱାସୀ ଦିଲ୍ଲୀବାସୀ
କନକ ବ୍ୟୁରୋ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ସଙ୍କଟ । ଜାତୀୟ ରାଜଧାନୀର ବିଭିନ୍ନ ସ୍ଥାନରେ ବାୟୁର ଗୁଣବତ୍ତା ସୂଚକାଙ୍କ ‘ଅତ୍ୟନ୍ତ ଖରାପ’ ଶ୍ରେଣୀକୁ ଖସିଛି । ଦିଲ୍ଲୀରେ କୁହୁଡ଼ି ମିଶ୍ରିତ ବହଳ ଧୂଆଁର ସ୍ତର ଦେଖିବାକୁ ମିଳିଛି । ଗତକାଲି ଦିଲ୍ଲୀ-ଏନ୍ସିଆର୍ର କିଛି ଅଂଶରେ ବାୟୁମାନ ସୂଚକାଙ୍କ ଖରାପ ରହିଥିଲା । ଦିଲ୍ଲୀର ଅଧିକାଂଶ ସ୍ଥାନର ଏକ୍ୟୁଆଇ ୨୫୦ରୁ ୩୦୦ ମଧ୍ୟରେ ରହିଛି, ଯାହା ଚିନ୍ତାଜନକ ସ୍ଥିତି । ଶୂନ୍ୟରୁ ୫୦ ମଧ୍ୟରେ ଏକ୍ୟୁଆଇକୁ ‘ଭଲ’ ଶ୍ରେଣୀ ବୋଲି କୁହାଯାଉଥିବା ବେଳେ, ୫୧ରୁ ୧୦୦ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ‘ମଧ୍ୟମ’, ୨୦ରୁ ୩୦୦’ ଖରାପ’, ୩୦୧ରୁ ୪୦୦ ‘ଅତ୍ୟନ୍ତ ଖରାପ’ ଏବଂ ୪୦୧ରୁ ୫୦୦ ‘ସାଂଘାତିକ’ ବୋଲି ବିବେଚନା କରାଯାଏ । ଚିନ୍ତା ବଢ଼ାଇଲା ଦିଲ୍ଲୀ ପ୍ରଦୂଷଣ ବାୟୁର ମାନ ‘ଅତ୍ୟନ୍ତ ଖରାପ’ରାଜଧାନୀର ବିଭିନ୍ନ ସ୍ଥାନରେ ବାୟୁର ଗୁଣବତ୍ତା ସୂଚକାଙ୍କ ‘ଅତ୍ୟନ୍ତ ଖରାପ’ଦିଲ୍ଲୀରେ କୁହୁଡ଼ି ମିଶ୍ରିତ ବହଳ ଧୂଆଁର ସ୍ତର ଦେଖିବାକୁ ମିଳିଛିଦିଲ୍ଲୀ-ଏନ୍ସିଆର୍, ଆନନ୍ଦ ବିହାର, ରୋହିଣୀ ଓ ନୋଏଡାରେ ଅଧିର ପ୍ରଦୂଷଣଇଣ୍ଡିଆ ଗେଟ୍ ଏବଂ ଏମ୍ସ ଅଂଚଳରେ ବି ସୂଚକାଙ୍କ ‘ଅତ୍ୟନ୍ତ ଖରାପ’୫୧ରୁ ୧୦୦ ଏକ୍ୟୁଆଇକୁ ‘ଭଲ’ ଶ୍ରେଣୀ କୁହାଯାଏ୨୦ରୁ ୩୦୦’ ଖରାପ’, ୩୦୧ରୁ ୪୦୦ ‘ଅତ୍ୟନ୍ତ ଖରାପ’ କୁହାଯାଏଦିଲ୍ଲୀର ଅନେକ ଅଞ୍ଚଳରେ ଏକ୍ୟୁଆଇ ୩୦୧ରୁ ୪୦୦ ମଧ୍ୟରେ ରହୁଛିଶୀତ ଆରମ୍ଭରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚିନ୍ତା ବ

କନକ ବ୍ୟୁରୋ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ସଙ୍କଟ । ଜାତୀୟ ରାଜଧାନୀର ବିଭିନ୍ନ ସ୍ଥାନରେ ବାୟୁର ଗୁଣବତ୍ତା ସୂଚକାଙ୍କ ‘ଅତ୍ୟନ୍ତ ଖରାପ’ ଶ୍ରେଣୀକୁ ଖସିଛି । ଦିଲ୍ଲୀରେ କୁହୁଡ଼ି ମିଶ୍ରିତ ବହଳ ଧୂଆଁର ସ୍ତର ଦେଖିବାକୁ ମିଳିଛି । ଗତକାଲି ଦିଲ୍ଲୀ-ଏନ୍ସିଆର୍ର କିଛି ଅଂଶରେ ବାୟୁମାନ ସୂଚକାଙ୍କ ଖରାପ ରହିଥିଲା । ଦିଲ୍ଲୀର ଅଧିକାଂଶ ସ୍ଥାନର ଏକ୍ୟୁଆଇ ୨୫୦ରୁ ୩୦୦ ମଧ୍ୟରେ ରହିଛି, ଯାହା ଚିନ୍ତାଜନକ ସ୍ଥିତି । ଶୂନ୍ୟରୁ ୫୦ ମଧ୍ୟରେ ଏକ୍ୟୁଆଇକୁ ‘ଭଲ’ ଶ୍ରେଣୀ ବୋଲି କୁହାଯାଉଥିବା ବେଳେ, ୫୧ରୁ ୧୦୦ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ‘ମଧ୍ୟମ’, ୨୦ରୁ ୩୦୦’ ଖରାପ’, ୩୦୧ରୁ ୪୦୦ ‘ଅତ୍ୟନ୍ତ ଖରାପ’ ଏବଂ ୪୦୧ରୁ ୫୦୦ ‘ସାଂଘାତିକ’ ବୋଲି ବିବେଚନା କରାଯାଏ ।
ଚିନ୍ତା ବଢ଼ାଇଲା ଦିଲ୍ଲୀ ପ୍ରଦୂଷଣ
ବାୟୁର ମାନ ‘ଅତ୍ୟନ୍ତ ଖରାପ’
ରାଜଧାନୀର ବିଭିନ୍ନ ସ୍ଥାନରେ ବାୟୁର ଗୁଣବତ୍ତା ସୂଚକାଙ୍କ ‘ଅତ୍ୟନ୍ତ ଖରାପ’
ଦିଲ୍ଲୀରେ କୁହୁଡ଼ି ମିଶ୍ରିତ ବହଳ ଧୂଆଁର ସ୍ତର ଦେଖିବାକୁ ମିଳିଛି
ଦିଲ୍ଲୀ-ଏନ୍ସିଆର୍, ଆନନ୍ଦ ବିହାର, ରୋହିଣୀ ଓ ନୋଏଡାରେ ଅଧିର ପ୍ରଦୂଷଣ
ଇଣ୍ଡିଆ ଗେଟ୍ ଏବଂ ଏମ୍ସ ଅଂଚଳରେ ବି ସୂଚକାଙ୍କ ‘ଅତ୍ୟନ୍ତ ଖରାପ’
୫୧ରୁ ୧୦୦ ଏକ୍ୟୁଆଇକୁ ‘ଭଲ’ ଶ୍ରେଣୀ କୁହାଯାଏ
୨୦ରୁ ୩୦୦’ ଖରାପ’, ୩୦୧ରୁ ୪୦୦ ‘ଅତ୍ୟନ୍ତ ଖରାପ’ କୁହାଯାଏ
ଦିଲ୍ଲୀର ଅନେକ ଅଞ୍ଚଳରେ ଏକ୍ୟୁଆଇ ୩୦୧ରୁ ୪୦୦ ମଧ୍ୟରେ ରହୁଛି
ଶୀତ ଆରମ୍ଭରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚିନ୍ତା ବଢାଇଦେଇଛି