ବିଷ୍ଣୁପଦଙ୍କ ପାଇଁ ବଢିଲା ଅଡୁଆ
ଭୁବନେଶ୍ୱର:ବିଷ୍ଣୁପଦଙ୍କ ପାଇଁ ବଢିଲା ଅଡୁଆ। ସିବିଆଇ ପଞ୍ଝାରେ ବରିଷ୍ଠ ଆଇଏଏସ ଅଧିକାରୀ। ତଦନ୍ତକାରୀ ଅଧିକାରୀ ଓ ବିଷ୍ଣୁପଦ ମୁହାଁମୁହିଁ। ଖେଳିଲେ ଦଳିତ କାର୍ଡ। କହିଲେ ଦଳିତ ବୋଲି ମୋତେ ଟାର୍ଗେଟ କରାଯାଇଛି। ଆଗକୁ ତାଙ୍କ ପାଇଁ। ଅଡୁଆ ବଢିବ ବୋଲି କୁହାଯାଉଛି। ତାଙ୍କ ବିରୁଦ୍ଧରେ ସିବିଆଇ ଠୋସ ପ୍ରମାଣ ପାଇଛି। ତେଣୁ ଆଗକୁ ସେ ଅସୁବିଧାରେ ପଡିପାରନ୍ତି ବୋଲି କୁହାଯାଉଛି। ସିବିଆଇ ଅଧିକାରୀ ବିଷ୍ଣୁପଦଙ୍କ ଘରେ ଚଢ଼ାଉ କରିବା ପରେ, ଦେଖିବାକୁ ମିଳିଥିଲା ହାଇଡ୍ରାମା। ଗଣମାଧ୍ୟମ କ୍ୟାମେରା […]

ଭୁବନେଶ୍ୱର:ବିଷ୍ଣୁପଦଙ୍କ ପାଇଁ ବଢିଲା ଅଡୁଆ। ସିବିଆଇ ପଞ୍ଝାରେ ବରିଷ୍ଠ ଆଇଏଏସ ଅଧିକାରୀ। ତଦନ୍ତକାରୀ ଅଧିକାରୀ ଓ ବିଷ୍ଣୁପଦ ମୁହାଁମୁହିଁ। ଖେଳିଲେ ଦଳିତ କାର୍ଡ। କହିଲେ ଦଳିତ ବୋଲି ମୋତେ ଟାର୍ଗେଟ କରାଯାଇଛି। ଆଗକୁ ତାଙ୍କ ପାଇଁ। ଅଡୁଆ ବଢିବ ବୋଲି କୁହାଯାଉଛି। ତାଙ୍କ ବିରୁଦ୍ଧରେ ସିବିଆଇ ଠୋସ ପ୍ରମାଣ ପାଇଛି। ତେଣୁ ଆଗକୁ ସେ ଅସୁବିଧାରେ ପଡିପାରନ୍ତି ବୋଲି କୁହାଯାଉଛି।
ସିବିଆଇ ଅଧିକାରୀ ବିଷ୍ଣୁପଦଙ୍କ ଘରେ ଚଢ଼ାଉ କରିବା ପରେ, ଦେଖିବାକୁ ମିଳିଥିଲା ହାଇଡ୍ରାମା। ଗଣମାଧ୍ୟମ କ୍ୟାମେରା ସାମନାରେ ବିଷ୍ଣୁପଦ ଓ ସିବିଆଇ ଅଧିକାରୀ ମୁହାଁମୁହିଁ ହୋଇଥିଲେ। ବିଷ୍ଣୁପଦ ଦଳିତ କାର୍ଡ ଖେଳିବା ସହ ସେ କୌଣସି ଦୁର୍ନୀତି କରିନାହାନ୍ତି ବୋଲି କହିଛନ୍ତି।