ରାସ୍ତାରେ ଧାନ ରଖି ଆନ୍ଦୋଳନ, ବିକ୍ରି ହୋଇ ପାରୁନଥିବାରୁ ଧାନ ରଖି ରାସ୍ତାରୋକ
ଭଦ୍ରକ : ଧାନ ବିକ୍ରି ହୋଇ ପାରୁନି। ରାସ୍ତାକୁ ଓହ୍ଲାଇଲେ ଚାଷୀ। ଧାନ ରଖି ରାସ୍ତା ଅବରୋଧ କଲେ। ଭଦ୍ରକ ବ୍ଲକ ଅଧିନସ୍ଥ କେଦାରପୁର ଗ୍ରାମ ପଞ୍ଚାୟତର ଚାଷୀ ମାନେ ଭଦ୍ରକ – ଚାନ୍ଦବାଲି ରାଜ୍ୟ ରାଜପଥର କୁଣ୍ଡିପୁଲ ଛକ ନିକଟରେ ରାସ୍ତା ରୋକ କରିଥିଲେ। ଫଳରେ ଏହି ରାସ୍ତାରେ ବହୁ ସମୟ ଧରି ଗାଡି ଚଳାଚଳ ବନ୍ଦ ରହିଥିଲା। ଚାଷୀ ମାନେ ଟ୍ରାକ୍ଟରରେ ଧାନ ଆଣି ରାସ୍ତା ଉପରେ ରଖି ଆନ୍ଦୋଳନ କରିଥିଲେ। ଖବର ପାଇ […] The post ରାସ୍ତାରେ ଧାନ ରଖି ଆନ୍ଦୋଳନ, ବିକ୍ରି ହୋଇ ପାରୁନଥିବାରୁ ଧାନ ରଖି ରାସ୍ତାରୋକ appeared first on KNews Odisha.

ଭଦ୍ରକ : ଧାନ ବିକ୍ରି ହୋଇ ପାରୁନି। ରାସ୍ତାକୁ ଓହ୍ଲାଇଲେ ଚାଷୀ। ଧାନ ରଖି ରାସ୍ତା ଅବରୋଧ କଲେ। ଭଦ୍ରକ ବ୍ଲକ ଅଧିନସ୍ଥ କେଦାରପୁର ଗ୍ରାମ ପଞ୍ଚାୟତର ଚାଷୀ ମାନେ ଭଦ୍ରକ – ଚାନ୍ଦବାଲି ରାଜ୍ୟ ରାଜପଥର କୁଣ୍ଡିପୁଲ ଛକ ନିକଟରେ ରାସ୍ତା ରୋକ କରିଥିଲେ। ଫଳରେ ଏହି ରାସ୍ତାରେ ବହୁ ସମୟ ଧରି ଗାଡି ଚଳାଚଳ ବନ୍ଦ ରହିଥିଲା।
ଚାଷୀ ମାନେ ଟ୍ରାକ୍ଟରରେ ଧାନ ଆଣି ରାସ୍ତା ଉପରେ ରଖି ଆନ୍ଦୋଳନ କରିଥିଲେ। ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ, ଭଦ୍ରକ ତହସିଲଦାର ଓ ଯୋଗାଣ ବିଭାଗ ଅଧିକାରୀମାନେ ପହଞ୍ଚି ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଟୋକନ ପାଇଥିବା ସତ୍ତ୍ବେ ଧାନ ବିକ୍ରି କରି ପାରୁନଥିଥିବା ଅଭିଯୋଗ କରିଛନ୍ତି ଚାଷୀ ।
Also read:ଦରଦାମ ବୃଦ୍ଧି ପ୍ରତିବାଦରେ ଗର୍ଜୁଛି ବିଜେଡି, ଆନ୍ଦୋଳନରେ ସାମିଲ ହୋଇଛନ୍ତି ବିଜେଡିର ଶହ ଶହ କର୍ମୀ ଓ ନେତା
The post ରାସ୍ତାରେ ଧାନ ରଖି ଆନ୍ଦୋଳନ, ବିକ୍ରି ହୋଇ ପାରୁନଥିବାରୁ ଧାନ ରଖି ରାସ୍ତାରୋକ appeared first on KNews Odisha.