ବିୟର୍ ସହିତ କ’ଣ ଖାଇବା ଉଚିତ୍ ? ଏହି ସବୁ ଖାଦ୍ୟଠାରୁ ରୁହନ୍ତୁ ଦୂରେଇ, ନଚେତ୍…
ନୂଆଦିଲ୍ଲୀ ୧୬।୦୩: ଦିନକୁ ଦିନକୁ ବଢୁଛି ବିୟରର ବ୍ୟବହାର । ବିୟର ପିଇବା ସମୟରେ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ଖାଇଥା’ନ୍ତି ଲୋକେ । କିନ୍ତୁ ଜାଣନ୍ତି କି ଏହି ସମୟରେ କ’ଣ ଖାଇବା ଉଚିତ୍ ଆଉ କଣ ନୁହେଁ ? ଆସନ୍ତୁ ଜାଣିବା… ବିୟର ସହିତ ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଅନୁଚିତ୍ । ଏହି ଖାଦ୍ୟ ଖାଇବା ଦ୍ୱାରା ଏସିଡ୍ ରିଫ୍ଲକ୍ସ ସମସ୍ୟା ହୋଇପାରେ । ପେଟ ମଧ୍ୟ ଫୁଲିଯାଏ । ଏମିତିକି ଗ୍ୟାସ ଏବଂ ଅମ୍ଳତା ସମସ୍ୟା ବଢିଥାଏ । ତେବେ ବିୟର ସିହତ ପାଉରୁଟି ଖାଇବା ଉଚିତ୍ ନୁହେଁ । ଏହା ହଜମ ଜନିତ ସମସ୍ୟାକୁ ବଢାଇଥାଏ ।ବିୟର ପିଇବା ସମୟରେ ଚିପ୍ସ ଖାଇବାକୁ ଏଡାଇବା ଉଚିତ୍ । ଏହା ହଜମ ପ୍ରକ୍ରିୟା ନଷ୍ଟ କରିପାରେ । ଅନେକ ବିୟର ସହିତ ଲୁଣିଆ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଏପରି କଲେ ଡିହାଇଡ୍ରେସନ୍ ହୋଇପାରେ । ଏହା ଏଡିମା ଏବଂ ଉଚ୍ଚ ରକ୍ତଚାପର ସମସ୍ୟାକୁ ବଢାଇଥାଏ । ବିୟର ସହିତ ଡାର୍କ ଚକୋଲେଟ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । କିନ୍ତୁ ଏହାକୁ ଖାଇଲେ ପାକସ୍ଥଳୀ ସମସ୍ୟା ଦେଖାଦେଇଥାଏ । ବିୟର ସହିତ ଅନେକ ନନ-ଭେଜ୍ ଖାଦ୍ୟ ଖାଇବା ଦ୍ୱାରା ପେଟର ଚର୍ବି ବୃଦ୍ଧିପାଏ ।
ନୂଆଦିଲ୍ଲୀ ୧୬।୦୩: ଦିନକୁ ଦିନକୁ ବଢୁଛି ବିୟରର ବ୍ୟବହାର । ବିୟର ପିଇବା ସମୟରେ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ଖାଇଥା’ନ୍ତି ଲୋକେ । କିନ୍ତୁ ଜାଣନ୍ତି କି ଏହି ସମୟରେ କ’ଣ ଖାଇବା ଉଚିତ୍ ଆଉ କଣ ନୁହେଁ ? ଆସନ୍ତୁ ଜାଣିବା…

ବିୟର ସହିତ ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଅନୁଚିତ୍ । ଏହି ଖାଦ୍ୟ ଖାଇବା ଦ୍ୱାରା ଏସିଡ୍ ରିଫ୍ଲକ୍ସ ସମସ୍ୟା ହୋଇପାରେ । ପେଟ ମଧ୍ୟ ଫୁଲିଯାଏ । ଏମିତିକି ଗ୍ୟାସ ଏବଂ ଅମ୍ଳତା ସମସ୍ୟା ବଢିଥାଏ । ତେବେ ବିୟର ସିହତ ପାଉରୁଟି ଖାଇବା ଉଚିତ୍ ନୁହେଁ । ଏହା ହଜମ ଜନିତ ସମସ୍ୟାକୁ ବଢାଇଥାଏ ।

ବିୟର ପିଇବା ସମୟରେ ଚିପ୍ସ ଖାଇବାକୁ ଏଡାଇବା ଉଚିତ୍ । ଏହା ହଜମ ପ୍ରକ୍ରିୟା ନଷ୍ଟ କରିପାରେ । ଅନେକ ବିୟର ସହିତ ଲୁଣିଆ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଏପରି କଲେ ଡିହାଇଡ୍ରେସନ୍ ହୋଇପାରେ । ଏହା ଏଡିମା ଏବଂ ଉଚ୍ଚ ରକ୍ତଚାପର ସମସ୍ୟାକୁ ବଢାଇଥାଏ ।

ବିୟର ସହିତ ଡାର୍କ ଚକୋଲେଟ୍ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । କିନ୍ତୁ ଏହାକୁ ଖାଇଲେ ପାକସ୍ଥଳୀ ସମସ୍ୟା ଦେଖାଦେଇଥାଏ । ବିୟର ସହିତ ଅନେକ ନନ-ଭେଜ୍ ଖାଦ୍ୟ ଖାଇବା ଦ୍ୱାରା ପେଟର ଚର୍ବି ବୃଦ୍ଧିପାଏ ।