ବୀମା କାର୍ଡର ଟଙ୍କା ପାଇଁ ଦେଢ଼ ବର୍ଷର ଶିଶୁର ଜୀବନ ନେଇଗଲା ଦଲାଲ ଡାକ୍ତର?
କଟକ ଶିଶୁଭବନର ଡାକ୍ତର ଜଣକ ଶିଶୁରୋଗୀଙ୍କ ହାର୍ଣ୍ଣିଆ ଅପରେସନ୍ ଘରୋଇ ଡାକ୍ତରଖାନାରେ କରିବା ପରେ ଶିଶୁରୋଗୀର ମୃତ୍ୟୁ ହୋଇଥିବା ଭଳି ସଂଗୀନ ଅଭିଯୋଗ ହୋଇଛି। ଏମିତିକି ଶିଶୁଭବନର ଉକ୍ତ ଡାକ୍ତର ରୋଗୀଙ୍କ ନାଁରେ ଥିବା ସ୍ବାସ୍ଥ୍ୟ ବୀମା