ବୁଧବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ୭ଟି ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

ଭୁବନେଶ୍ୱର ୨୩।୧୦ : ବୁଧବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ । ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । କ୍ୟାବିନେଟ୍‌ ବୈଠକରେ ବିଭାଗୀୟ ମନ୍ତ୍ରୀ ଓ ସଚିବମାନେ ଉପସ୍ଥିତ ରହିବେ । ଖବର ଅନୁଯାୟୀ, ବୁଧବାର ଦିନ ୧୧ ଟା ସମୟରେ ଲୋକସେବା ଭବନରେ ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ବସିବାକୁ ଥିବା କ୍ୟାବିନେଟ୍‌ ବୈଠକରେ ୭ଟି ଏଜେଣ୍ଡା ଉପରେ ଆଲୋଚନା ହେବେ ନେଇ ସୂଚନା ମିଳିଛି । 

ବୁଧବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ୭ଟି ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

ଭୁବନେଶ୍ୱର ୨୩।୧୦ : ବୁଧବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ । ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । କ୍ୟାବିନେଟ୍‌ ବୈଠକରେ ବିଭାଗୀୟ ମନ୍ତ୍ରୀ ଓ ସଚିବମାନେ ଉପସ୍ଥିତ ରହିବେ । 

ଖବର ଅନୁଯାୟୀ, ବୁଧବାର ଦିନ ୧୧ ଟା ସମୟରେ ଲୋକସେବା ଭବନରେ ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ବସିବାକୁ ଥିବା କ୍ୟାବିନେଟ୍‌ ବୈଠକରେ ୭ଟି ଏଜେଣ୍ଡା ଉପରେ ଆଲୋଚନା ହେବେ ନେଇ ସୂଚନା ମିଳିଛି ।