ବୁଧବାର ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ମୋହନ ସରକାରଙ୍କର ଏହା ୨ୟ ବୈଠକ

ଭୁବନେଶ୍ୱର ୦୯।୦୭ : ବୁଧବାର ରାଜ୍ୟ କ୍ୟାବିନେଟକ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ମୋହନ ସରକାରଙ୍କ ଏହା ଦ୍ୱିତୀୟ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ସମାରୋହ ଦିନ ସନ୍ଧ୍ୟାରେ ବସିଥିଲା ପ୍ରଥମ କ୍ୟାବିନେଟ ବୈଠକ । ୨୨ରୁ ବଜେଟ ଅଧିବେଶନ ଥିବାରୁ ଏହି ବୈଠକରେ କିଛି ନୂଆ ଯୋଜନା ଉପରେ ହୋଇପାରେ ଆଲୋଚନା । 