ବୁଲା ଗୋରୁଙ୍କ ପାଇଁ ପାଣି କୁଣ୍ଡ ସେବା
ସମ୍ବଲପୁର:ସବୁବର୍ଷ ପରି ଚଳିତ ବର୍ଷ ଭୋଜନ ଅନୁଷ୍ଠାନ ତରଫରୁ ବୁଲା ଗାଈ ଗୋରୁ ମାନଙ୍କ ପାଇଁ ପାଣି କୁଣ୍ଡ ର ବ୍ୟବସ୍ତା କରାଯାଇଛି l ପ୍ରଥମ ପର୍ଯ୍ୟାୟ ରେ ବରେଇପାଲି ରେମେଡ଼ ଏବଂ ବଡବଜ଼ାର ଅଂଚଳ ରେ ପାଣି କୁଣ୍ଡ ର ବ୍ୟବସ୍ଥା କରାଯାଇଛି ଦୁତୀୟ ପର୍ଯ୍ୟାୟ ରେ ଆଉ କିଛି ସ୍ଥାନରେ ପାଣି କୁଣ୍ଡ ଦିଆଯିବ।ଭୋଜନ ର ସଂସ୍ଥାପକ ତଥା ସମାଜସେବୀ ରାମଦାସ ପଣ୍ଡାଙ୍କ ତତ୍ତ୍ଵବଧାନରେ ଏହି ପାଣି କୁଣ୍ଡ ବ୍ୟବସ୍ତା କରାଯାଇଥିଲା।ଏଥିରେ ବିପିନ ବିହାରୀ […] The post ବୁଲା ଗୋରୁଙ୍କ ପାଇଁ ପାଣି କୁଣ୍ଡ ସେବା appeared first on Odisha.News.
ସମ୍ବଲପୁର:ସବୁବର୍ଷ ପରି ଚଳିତ ବର୍ଷ ଭୋଜନ ଅନୁଷ୍ଠାନ ତରଫରୁ ବୁଲା ଗାଈ ଗୋରୁ ମାନଙ୍କ ପାଇଁ ପାଣି କୁଣ୍ଡ ର ବ୍ୟବସ୍ତା କରାଯାଇଛି l ପ୍ରଥମ ପର୍ଯ୍ୟାୟ ରେ ବରେଇପାଲି ରେମେଡ଼ ଏବଂ ବଡବଜ଼ାର ଅଂଚଳ ରେ ପାଣି କୁଣ୍ଡ ର ବ୍ୟବସ୍ଥା କରାଯାଇଛି ଦୁତୀୟ ପର୍ଯ୍ୟାୟ ରେ ଆଉ କିଛି ସ୍ଥାନରେ ପାଣି କୁଣ୍ଡ ଦିଆଯିବ।ଭୋଜନ ର ସଂସ୍ଥାପକ ତଥା ସମାଜସେବୀ ରାମଦାସ ପଣ୍ଡାଙ୍କ ତତ୍ତ୍ଵବଧାନରେ ଏହି ପାଣି କୁଣ୍ଡ ବ୍ୟବସ୍ତା କରାଯାଇଥିଲା।ଏଥିରେ ବିପିନ ବିହାରୀ ପଣ୍ଡା, ଅନିଲ ଦେହୁରୀ, ଅନିଲ ପରିଡା ଆନନ୍ଦ ଅଜାଡ଼ିବଲ, ରାଜେନ୍ଦ୍ର ଶତନାମୀ, ସୁନୀଲ ସାଗର, ତେଜରାମ ଭୋଇ, ମୁକେଶ ପ୍ରଧାନ, ବନମାଳୀ ନାଗ, ଜିତୁ ସାଏ, ଅରୁଣ ରାଉତ, ମୁକେଶ ମେହେର ଏବଂ ଗୁରଜିତ ସିଂ ରାଇନା ସହଯୋଗ କରିଥିଲେ।
The post ବୁଲା ଗୋରୁଙ୍କ ପାଇଁ ପାଣି କୁଣ୍ଡ ସେବା appeared first on Odisha.News.