ବୁଲା ଷଣ୍ଢ ଆକ୍ରମଣରେ ବୃଦ୍ଧ ଗୁରୁତର
ପାଟଣା,୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଘାଟ ବାଲି ଯୋଡ଼ି ଗ୍ରାମରେ ସୋମବାର ବୁଲା ଷଣ୍ଢ ଆକ୍ରମଣରେ ଜଣେ ୭୦ ବର୍ଷୀୟ ବୃଦ୍ଧ ଗୁରୁତର ହୋଇଛନ୍ତି। ଗୁରୁତର ବୃଦ୍ଧ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଗୁରୁ ଚରଣ ମହାନ୍ତ। ସୂଚନା ଅନୁଯାୟୀ, ଗୁରୁଚରଣ ଗାଁ ଦାଣ୍ଡରେ ଯାଉଥିବାବେଳେ ଏକ ବୁଲା ଷଣ୍ଢ ତାଙ୍କ ପେଟରେ ସିଂଘରେ ଟେକି କଚାଡି ଦେଇଥିଲା। ଫଳରେ ତାଙ୍କର ତଳି ପେଟ କଣା ହୋଇଯାଇଛି। ତାଙ୍କୁ ଗୁରୁତର […] The post ବୁଲା ଷଣ୍ଢ ଆକ୍ରମଣରେ ବୃଦ୍ଧ ଗୁରୁତର appeared first on Dharitri Odia News.
ପାଟଣା,୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଘାଟ ବାଲି ଯୋଡ଼ି ଗ୍ରାମରେ ସୋମବାର ବୁଲା ଷଣ୍ଢ ଆକ୍ରମଣରେ ଜଣେ ୭୦ ବର୍ଷୀୟ ବୃଦ୍ଧ ଗୁରୁତର ହୋଇଛନ୍ତି। ଗୁରୁତର ବୃଦ୍ଧ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ଗୁରୁ ଚରଣ ମହାନ୍ତ।
ସୂଚନା ଅନୁଯାୟୀ, ଗୁରୁଚରଣ ଗାଁ ଦାଣ୍ଡରେ ଯାଉଥିବାବେଳେ ଏକ ବୁଲା ଷଣ୍ଢ ତାଙ୍କ ପେଟରେ ସିଂଘରେ ଟେକି କଚାଡି ଦେଇଥିଲା। ଫଳରେ ତାଙ୍କର ତଳି ପେଟ କଣା ହୋଇଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।
The post ବୁଲା ଷଣ୍ଢ ଆକ୍ରମଣରେ ବୃଦ୍ଧ ଗୁରୁତର appeared first on Dharitri Odia News.