ବୁଢ଼ା ବାପା ମା' ଖୋଜୁଛନ୍ତି ବୃଦ୍ଧାଶ୍ରମ ବାଟ
ଏ ଶୁଖିଲା ଆଖି ଦୁଇଟି ପରିବାରକୁ ଖୋଜୁଛି । ବୃଢ଼ା ବାପାଟା ପରାଲିସିସ୍ରେ ଆକ୍ରାନ୍ତ । ବୟସ ୮୦ ଟପିଲାଣି । ଏ ବୃଦ୍ଧ ଦମ୍ପତିଙ୍କ ସବୁ ଥାଇ ମଧ୍ୟ ଆଜି ଏମାନେ ବେସାହାରା । ଦୁଇ ପୁଅ ଓ ବୋହୂ ଶିକ୍ଷିତ... ନାତିନାତୁଣୀ ବି ଅଛନ୍ତି ।