ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା, ଦୁଇ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ମାଲକାନଗିରି ୮।୧୨: ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ହତ୍ୟା ପରେ ସମସ୍ତ ପ୍ରମାଣକୁ ନିଆଁ ଲଗାଇ ପୋଡି ଦେଇଥିଲେ ଦୁଷ୍କର୍ମକାରୀ । ହେଲେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପାଉଁଶ ଭିତରୁ ପ୍ରମାଣ ବାହାର କରି ହତ୍ୟାକାରୀଙ୍କ ନିକଟରେ ପହଞ୍ଚିଛି ପୋଲିସ । ମାଲକାନଗିରି ସଦର ଥାନା ଅନ୍ତର୍ଗତ କୋରୁକୋଣ୍ଡା ଗାନ୍ଧିଛକର ଜଣେ ବୃଦ୍ଧା ମହିଳାଙ୍କୁ ରାତିରେ ଫୋନ୍ କରି କୋରୁକୋଣ୍ଡା ପଞ୍ଚାୟତ କାର୍ଯ୍ୟାଳୟକୁ ଡାକିଥିଲେ ସେଠାକାର ପାଣି ପମ୍ପ ଅପରେଟର ରାକେଶ ଢାଲି ଓ ରାତ୍ରି ଜଗୁଆଳୀ କମଳୁ ନାଗ । ପରେ ଦୁହେଁ ଜୋରଜବରଦସ୍ତି  ବୃଦ୍ଧା ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ମହିଳା ଜଣକ ଚିତ୍କାର କରିବାରୁ ତାଙ୍କ ମୁହଁକୁ ଚାପି ହତ୍ୟା କରିଥିଲେ ଏହି ଦୁଇ ପଞ୍ଚାୟତ କର୍ମଚାରୀ । ହତ୍ୟା ପରେ ଉଲଗ୍ନ ଅବସ୍ଥାରେ ମୃତଦେହକୁ ଚାଉଳ ଗୋଦାମ ସାମ୍ନାରେ ଫିଙ୍ଗିଦେଇ ନିଜ ପୋଷାକ ସହ ସମସ୍ତ ପ୍ରମାଣ ନିଆଁ ଲଗାଇ ପୋଡି ଦେଇଥିଲେ ଦୁଷ୍କର୍ମକାରୀ । ଘଟଣାର ତଦନ୍ତ କରି ଦୁଇ ହତ୍ୟାକାରୀଙ୍କୁ ଗିରଫ କରିଛି ମାଲକାନଗିରି ସଦର ଥାନା ପୋଲିସ ।You Can Read:ଚାଷୀଙ୍କୁ ଇନପୁଟ ସବସିଡି ନେଇ ରାଜନୈତିକ ବୟାନବାଜି, ବିରୋଧୀ କହିଲେ- ଆଗ ଚାଷୀଙ୍କ ଠାରୁ ଧାନ କିଣ ତାପରେ ପ୍ରହସନ କର  

ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା, ଦୁଇ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ମାଲକାନଗିରି ୮।୧୨: ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ହତ୍ୟା ପରେ ସମସ୍ତ ପ୍ରମାଣକୁ ନିଆଁ ଲଗାଇ ପୋଡି ଦେଇଥିଲେ ଦୁଷ୍କର୍ମକାରୀ । ହେଲେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପାଉଁଶ ଭିତରୁ ପ୍ରମାଣ ବାହାର କରି ହତ୍ୟାକାରୀଙ୍କ ନିକଟରେ ପହଞ୍ଚିଛି ପୋଲିସ । 

ମାଲକାନଗିରି ସଦର ଥାନା ଅନ୍ତର୍ଗତ କୋରୁକୋଣ୍ଡା ଗାନ୍ଧିଛକର ଜଣେ ବୃଦ୍ଧା ମହିଳାଙ୍କୁ ରାତିରେ ଫୋନ୍ କରି କୋରୁକୋଣ୍ଡା ପଞ୍ଚାୟତ କାର୍ଯ୍ୟାଳୟକୁ ଡାକିଥିଲେ ସେଠାକାର ପାଣି ପମ୍ପ ଅପରେଟର ରାକେଶ ଢାଲି ଓ ରାତ୍ରି ଜଗୁଆଳୀ କମଳୁ ନାଗ । ପରେ ଦୁହେଁ ଜୋରଜବରଦସ୍ତି  ବୃଦ୍ଧା ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ମହିଳା ଜଣକ ଚିତ୍କାର କରିବାରୁ ତାଙ୍କ ମୁହଁକୁ ଚାପି ହତ୍ୟା କରିଥିଲେ ଏହି ଦୁଇ ପଞ୍ଚାୟତ କର୍ମଚାରୀ । ହତ୍ୟା ପରେ ଉଲଗ୍ନ ଅବସ୍ଥାରେ ମୃତଦେହକୁ ଚାଉଳ ଗୋଦାମ ସାମ୍ନାରେ ଫିଙ୍ଗିଦେଇ ନିଜ ପୋଷାକ ସହ ସମସ୍ତ ପ୍ରମାଣ ନିଆଁ ଲଗାଇ ପୋଡି ଦେଇଥିଲେ ଦୁଷ୍କର୍ମକାରୀ । ଘଟଣାର ତଦନ୍ତ କରି ଦୁଇ ହତ୍ୟାକାରୀଙ୍କୁ ଗିରଫ କରିଛି ମାଲକାନଗିରି ସଦର ଥାନା ପୋଲିସ ।

You Can Read:

ଚାଷୀଙ୍କୁ ଇନପୁଟ ସବସିଡି ନେଇ ରାଜନୈତିକ ବୟାନବାଜି, ବିରୋଧୀ କହିଲେ- ଆଗ ଚାଷୀଙ୍କ ଠାରୁ ଧାନ କିଣ ତାପରେ ପ୍ରହସନ କର