ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଘଟଣା : ଜଣେ ଗିରଫ, ମାଲିକ ଏବେବି ଫେରାର

ଭୁବନେଶ୍ବର ୧୩।୧୧: ଭୁବନେଶ୍ବର ଇନଫୋସିଟି ଥାନା ଅଧିନରେ ବାଣ ବିସ୍ଫୋରଣ ଘଟଣାରେ ଜଣେ ଗିରଫ ହୋଇଛନ୍ତି । ଚୋରାରେ ବାଣ ବ୍ୟବସାୟ କରୁଥିବା ମାଲିକଙ୍କ ପୁଅ ଗିରଫ ହୋଇଛନ୍ତି । ଋତୁରାଜ ପଟ୍ଟନାୟକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଋତୁରାଜଙ୍କୁ ତାଙ୍କୁ ନିଜ ଗାଁ ଜଗତସିଂହପୁର ଅଞ୍ଚଳରୁ ଗିରଫ କରାଯାଇଛି । ସେପଟେ ଘଟଣାସ୍ଥଳରୁ ଜବତ ବାଣର ନମୁନା ଫରେନସିକ୍ ଲାବକୁ ପଠାଇଛି କମିଶନରେଟ୍ ପୋଲିସ । ବାଣ ଗୋଦାମ ମାଲିକ ଋତୁରାଜଙ୍କ ବାପା ଏବେବି ଫେରାର ଅଛନ୍ତି । ଏ ନେଇ ଭୁବନେଶ୍ବର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।You Can Read:‘ସୁଭଦ୍ରା’ ହିତାଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ପରାମର୍ଶ, ଗୋଟିଏ ଆକାଉଣ୍ଟ ସହ ଲିଙ୍କ୍ କରନ୍ତୁ ଗୋଟିଏ ମୋବାଇଲ ନମ୍ବର 

ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଘଟଣା : ଜଣେ ଗିରଫ, ମାଲିକ ଏବେବି ଫେରାର

ଭୁବନେଶ୍ବର ୧୩।୧୧: ଭୁବନେଶ୍ବର ଇନଫୋସିଟି ଥାନା ଅଧିନରେ ବାଣ ବିସ୍ଫୋରଣ ଘଟଣାରେ ଜଣେ ଗିରଫ ହୋଇଛନ୍ତି । ଚୋରାରେ ବାଣ ବ୍ୟବସାୟ କରୁଥିବା ମାଲିକଙ୍କ ପୁଅ ଗିରଫ ହୋଇଛନ୍ତି । ଋତୁରାଜ ପଟ୍ଟନାୟକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଋତୁରାଜଙ୍କୁ ତାଙ୍କୁ ନିଜ ଗାଁ ଜଗତସିଂହପୁର ଅଞ୍ଚଳରୁ ଗିରଫ କରାଯାଇଛି । 

ସେପଟେ ଘଟଣାସ୍ଥଳରୁ ଜବତ ବାଣର ନମୁନା ଫରେନସିକ୍ ଲାବକୁ ପଠାଇଛି କମିଶନରେଟ୍ ପୋଲିସ । ବାଣ ଗୋଦାମ ମାଲିକ ଋତୁରାଜଙ୍କ ବାପା ଏବେବି ଫେରାର ଅଛନ୍ତି । ଏ ନେଇ ଭୁବନେଶ୍ବର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

You Can Read:

‘ସୁଭଦ୍ରା’ ହିତାଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ପରାମର୍ଶ, ଗୋଟିଏ ଆକାଉଣ୍ଟ ସହ ଲିଙ୍କ୍ କରନ୍ତୁ ଗୋଟିଏ ମୋବାଇଲ ନମ୍ବର