ବେକ-ହାତ କାଟି ଜଣଙ୍କୁ ହତ୍ୟା, ପୁରୀ ଚକ୍ରତୀର୍ଥ ରୋଡରେ ଘଟିଛି ଏହି ଅଘଟଣ

ପୁରୀ ୦୩।୦୪ : ପୁରୀ ଚକ୍ରତୀର୍ଥ ରୋଡରେ ବିଭତ୍ସ ହତ୍ୟା। ବେକ ଓ ହାତ କାଟି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ଅତି ନିର୍ମମ ଭାବେ ବ୍ୟକ୍ତି ଜଣଙ୍କୁ ହତ୍ୟା କରାଯାଇଛି। ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ତେବେ ମୃତକ ଜଣଙ୍କ କିଏ ଏବଂ କାହିଁକି ତାଙ୍କୁ ହତ୍ୟା କରାଯାଇଛି, ତାହାର କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି।

ବେକ-ହାତ କାଟି ଜଣଙ୍କୁ ହତ୍ୟା, ପୁରୀ ଚକ୍ରତୀର୍ଥ ରୋଡରେ ଘଟିଛି ଏହି ଅଘଟଣ

ପୁରୀ ୦୩।୦୪ : ପୁରୀ ଚକ୍ରତୀର୍ଥ ରୋଡରେ ବିଭତ୍ସ ହତ୍ୟା। ବେକ ଓ ହାତ କାଟି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ଅତି ନିର୍ମମ ଭାବେ ବ୍ୟକ୍ତି ଜଣଙ୍କୁ ହତ୍ୟା କରାଯାଇଛି। 

ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ତେବେ ମୃତକ ଜଣଙ୍କ କିଏ ଏବଂ କାହିଁକି ତାଙ୍କୁ ହତ୍ୟା କରାଯାଇଛି, ତାହାର କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି।