ବୈଜୟନ୍ତ ପଣ୍ଡାଙ୍କୁ ସସ୍ମିତ ପାତ୍ରଙ୍କ କଟାକ୍ଷ

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ କଟାକ୍ଷ। ଚକ୍ଷୁ ଅପରେସନ... The post ବୈଜୟନ୍ତ ପଣ୍ଡାଙ୍କୁ ସସ୍ମିତ ପାତ୍ରଙ୍କ କଟାକ୍ଷ appeared first on .

ବୈଜୟନ୍ତ ପଣ୍ଡାଙ୍କୁ ସସ୍ମିତ ପାତ୍ରଙ୍କ କଟାକ୍ଷ

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ କଟାକ୍ଷ। ଚକ୍ଷୁ ଅପରେସନ ପରେ ବୈଜୟନ୍ତଙ୍କ ବୁଦ୍ଧି ଭ୍ରମ ହୋଇଛି ବୋଲି ସନ୍ଦେହ ବ୍ଯକ୍ତ କରିଛନ୍ତି ସସ୍ମିତ। ତାଙ୍କ ବୌଦ୍ଧିକତାରେ କିଛି ଗଡ଼ବଡ଼ ଘଟିଛି ବୋଲି ସସ୍ମିତ କହିଛନ୍ତି। ସେ କହିଛନ୍ତି- ବୈଜୟନ୍ତ ଏବେ ହସ୍ପିଟାଲରୁ ବାହାରିଛନ୍ତି। ତାଙ୍କର କୃତ୍ରିମ  କିମ୍ବା ବାସ୍ତବ ବୌଦ୍ଧିକତାରେ କିଛି ଗଡ଼ବଡ ହୋଇଛି ବୋଲି ସେ ଅନୁଭବ କରୁଛନ୍ତି। ଏହା ଛଡ଼ା ବୈଜୟନ୍ତଙ୍କ ଆରୋଗ୍ଯ କାମନା କରିଛନ୍ତି ସସ୍ମିତ। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଏକ ଅଶାଳୀନ ମନ୍ତବ୍ଯ ଦେଇଥିଲେ ବୈଜୟନ୍ତ। ଏହାକୁ ବିଭିନ୍ମ ମହଲରୁ କରାଯାଇଥିଲା ସମାଲୋଚନା।

The post ବୈଜୟନ୍ତ ପଣ୍ଡାଙ୍କୁ ସସ୍ମିତ ପାତ୍ରଙ୍କ କଟାକ୍ଷ appeared first on .