ବୈବାହିକ ସୁଖ ବୃଦ୍ଧି ପାଇବ, ଏହି ରାଶିର ବ୍ୟକ୍ତି ବିବାଦରୁ ଦୂରେଇ ରୁହନ୍ତୁ
ମେଷ - ବୈବାହିକ ସୁଖ ବୃଦ୍ଧି ପାଇବ । ପରିବାରରେ ଧାର୍ମିକ କାର୍ଯ୍ୟ ହେବ । ପିତାମାତାଙ୍କଠାରୁ ଆଶୀର୍ବାଦ ପାଇବେ । ଚାକିରିରେ ଭ୍ରମଣର ସୁଯୋଗ ରହିଛି । କିଛି ନୂତନ ଦ୍ରବ୍ୟ ଲାଭ କରି ଖୁସି ଅନୁଭବ କରିବେ ।ବୃଷ - କର୍ମ କ୍ଷେତ୍ରରେ ତତ୍ପରତା ପରିଲକ୍ଷିତ ହେବ । ମନ ବିଚଳିତ ହୋଇପାରେ । ପାରିବାରିକ ସମସ୍ୟା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ପିତାଙ୍କ ସମର୍ଥନ ପାଇବେ । ଜୀବନ ଯନ୍ତ୍ରଣାଦାୟକ ହୋଇପାରେ । ବ୍ୟବସାୟରେ ଲାଭର ସୁଯୋଗ ରହିବ ।ମିଥୁନ - ମନ ଅସୁବିଧାରେ ପଡ଼ିବ । କ୍ରୋଧରୁ ଦୂରେଇ ରୁହନ୍ତୁ ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ବନ୍ଧୁଙ୍କ ସାହାଯ୍ୟରେ ସମ୍ପତ୍ତିରୁ ଧନ ପ୍ରାପ୍ତ ହୋଇପାରିବ ଭାଇମାନଙ୍କ ସାହାଯ୍ୟରେ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି ।କର୍କଟ - ଶରୀର ପୀଡ଼ା ପରି ସମସ୍ୟା ଦେଖା ଦେବ । ଆତ୍ମବିଶ୍ୱାସର ଅଭାବ ହେବ । ଅନାବଶ୍ୟକ ଝଗଡ଼ା ଏବଂ ବିବାଦରୁ ଦୂରେଇ ରୁହନ୍ତୁ। ଚାକିରିରେ କୌଣସି ବିଶେଷ ଉଦ୍ଦେଶ୍ୟ ପାଇଁ ଭ୍ରମଣ କରି ପାରନ୍ତି | ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ସତର୍କ ରୁହନ୍ତୁ ।ସିଂହ - ଆସନ୍ତାକାଲି ସୁଖ ସମ୍ମାନ ମିଳିବ ଯାହାଦ୍ଵାରା ମନ ପ୍ରସନ୍ନ ରହିବ । ଆତ୍ମନିର୍ଭରଶୀଳ ହେବେ । ଜୀବନ ସାଥୀଙ୍କ ସମର୍ଥନ ପାଇବେ । ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆପଣ ଦୀର୍ଘ ଦିନର ସମସ୍ୟାରୁ ମୁକ୍ତି ପାଇବେ।କନ୍ୟା - ନିଶ୍ଚିନ୍ତ ଭାବରେ କୌଣସି କ୍ଷେତ୍ରରେ ସାହାଯ୍ୟ ପା
ମେଷ - ବୈବାହିକ ସୁଖ ବୃଦ୍ଧି ପାଇବ । ପରିବାରରେ ଧାର୍ମିକ କାର୍ଯ୍ୟ ହେବ । ପିତାମାତାଙ୍କଠାରୁ ଆଶୀର୍ବାଦ ପାଇବେ । ଚାକିରିରେ ଭ୍ରମଣର ସୁଯୋଗ ରହିଛି । କିଛି ନୂତନ ଦ୍ରବ୍ୟ ଲାଭ କରି ଖୁସି ଅନୁଭବ କରିବେ ।
ବୃଷ - କର୍ମ କ୍ଷେତ୍ରରେ ତତ୍ପରତା ପରିଲକ୍ଷିତ ହେବ । ମନ ବିଚଳିତ ହୋଇପାରେ । ପାରିବାରିକ ସମସ୍ୟା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ପିତାଙ୍କ ସମର୍ଥନ ପାଇବେ । ଜୀବନ ଯନ୍ତ୍ରଣାଦାୟକ ହୋଇପାରେ । ବ୍ୟବସାୟରେ ଲାଭର ସୁଯୋଗ ରହିବ ।
ମିଥୁନ - ମନ ଅସୁବିଧାରେ ପଡ଼ିବ । କ୍ରୋଧରୁ ଦୂରେଇ ରୁହନ୍ତୁ ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ବନ୍ଧୁଙ୍କ ସାହାଯ୍ୟରେ ସମ୍ପତ୍ତିରୁ ଧନ ପ୍ରାପ୍ତ ହୋଇପାରିବ ଭାଇମାନଙ୍କ ସାହାଯ୍ୟରେ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି ।
କର୍କଟ - ଶରୀର ପୀଡ଼ା ପରି ସମସ୍ୟା ଦେଖା ଦେବ । ଆତ୍ମବିଶ୍ୱାସର ଅଭାବ ହେବ । ଅନାବଶ୍ୟକ ଝଗଡ଼ା ଏବଂ ବିବାଦରୁ ଦୂରେଇ ରୁହନ୍ତୁ। ଚାକିରିରେ କୌଣସି ବିଶେଷ ଉଦ୍ଦେଶ୍ୟ ପାଇଁ ଭ୍ରମଣ କରି ପାରନ୍ତି | ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ସତର୍କ ରୁହନ୍ତୁ ।
ସିଂହ - ଆସନ୍ତାକାଲି ସୁଖ ସମ୍ମାନ ମିଳିବ ଯାହାଦ୍ଵାରା ମନ ପ୍ରସନ୍ନ ରହିବ । ଆତ୍ମନିର୍ଭରଶୀଳ ହେବେ । ଜୀବନ ସାଥୀଙ୍କ ସମର୍ଥନ ପାଇବେ । ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆପଣ ଦୀର୍ଘ ଦିନର ସମସ୍ୟାରୁ ମୁକ୍ତି ପାଇବେ।
କନ୍ୟା - ନିଶ୍ଚିନ୍ତ ଭାବରେ କୌଣସି କ୍ଷେତ୍ରରେ ସାହାଯ୍ୟ ପାଇବେ । ନୂତନ କର୍ମ ସଂସ୍ଥାନ ପାଇଁ ଆଗ୍ରହୀ ହେବେ | ଶିକ୍ଷାଗତ କାର୍ଯ୍ୟ ପାଇଁ ବିଦେଶ ଯିବାର ସମ୍ଭାବନା ଅଛି । ପତି-ପତ୍ନୀଙ୍କଠାରୁ ଅଲଗା ହେବାର ପରିସ୍ଥିତି ସୃଷ୍ଟି ହୋଇ ପାରେ ।
ତୁଳା -ମନ ଖୁସି ରହିବା ଓ ଆତ୍ମବିଶ୍ବାସ ରେ ପରିପୂର୍ଣ୍ଣ ରହିବ । ଚାକିରିରେ କୌଣସି ଅତିରିକ୍ତ ଦାୟିତ୍ୱ ମିଳିପାରେ । ଅତ୍ୟଧିକ ପରିଶ୍ରମ ହେବ । ଆୟ ଏବଂ ଅଧିକ ଖର୍ଚ୍ଚ ସମାନ ହେବ । ସୁସ୍ୱାଦୁ ଖାଦ୍ୟ ପାଇଁ ଆଗ୍ରହୀ ହେବେ ।
ବିଛା - କର୍ମ କ୍ଷେତ୍ର ଓ ପରିବାରରେ ବାଦ ବିବାଦ ଲାଗି ରହିବ ।ମନ ଅଶାନ୍ତ ରହିବ । ଆତ୍ମବିଶ୍ୱାସର ଅଭାବ ହେବ । ଆତ୍ମନିର୍ଭରଶୀଳ ହୁଅନ୍ତୁ । ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ ।ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ମିଳୁନଥିବା ଟଙ୍କା ଆଜି ପ୍ରାପ୍ତ ହେବ ।
ଧନୁ -ଆତ୍ମନିର୍ଭରଶୀଳ ହୁଅନ୍ତୁ । ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ । ବ୍ୟବସାୟରେ ଅସୁବିଧା ହୋଇପାରେ ।ବନ୍ଧୁଙ୍କ ସାହାଯ୍ୟରେ ଆପଣ ବ୍ୟବସାୟ ପାଇଁ ଅନ୍ୟ ଏକ ସ୍ଥାନକୁ ଯାଇପାରନ୍ତି ।ଶିକ୍ଷାଗତ କାର୍ଯ୍ୟରେ ଆଶା କରାଯାଉଥିବା ଫଳାଫଳ ମିଳିବ ।
ମକର - ଆଳସ୍ୟ ର ବଶବର୍ତ୍ତୀ ହେବେ । ବକ୍ତବ୍ୟରେ ମଧୁରତା ରହିବ, ଧର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଖର୍ଚ୍ଚ ବୃଦ୍ଧି ପାଇବ । ଜୀବନ ଅସଂଗଠିତ ହେବ ପିତାଙ୍କ ସମର୍ଥନ ପାଇବେ। ସାଙ୍ଗମାନଙ୍କ ସମର୍ଥନ ପାଇବେ ।
କୁମ୍ଭ - ରାଶି କୁ ଶ୍ରୀ ଚନ୍ଦ୍ର ରହିଛି । ମନ ଆତ୍ମବିଶ୍ୱାସ ପୂର୍ଣ୍ଣ ହେବ । ମନ ମଧ୍ୟ ଖୁସି ରହିବ ।ତଥାପି, ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ ।ପାରିବାରିକ ସମସ୍ୟାର ଅନ୍ତ ଘଟିବ । ଆପଣ ଜଣେ ବନ୍ଧୁଙ୍କ ସାହାଯ୍ୟରେ ରୋଜଗାରର ସୁଯୋଗ ପାଇବେ।
ମୀନ - ରବିବାର ଆପଣଙ୍କ ରାଶିରେ ଘାତ ଚନ୍ଦ୍ର ଫଳରେ ମାନ ସାମାନ୍ୟ ଅଶାନ୍ତ ରହିବ । ଆପଣଙ୍କ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଖର୍ଚ୍ଚ ବୃଦ୍ଧି ପାଇବ । ଧାର୍ମିକ ସ୍ଥାନକୁ ତୀର୍ଥଯାତ୍ରାରେ ଯାଇପାରନ୍ତି।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ - ୮୨୪୯୮୨୬୬୮୨