ବୈଶାଖୀ ବାଣିଜ୍ୟ ମେଳାରେ ଫ୍ରିଡମ ତେଲର ଷ୍ଟଲ ଉଦଘାଟିତ, ଗ୍ରାହକଙ୍କ ପାଇଁ ରହିଛି ଆକର୍ଷଣୀୟ ଅଫର

କଟକ: କଟକ ଉପର ବାଲିଯାତ୍ରା ପଡିଆରେ ଚାଲୁଥିବା ବୈଶାଖୀ ବାଣିଜ୍ୟ ମେଳାରେ ଫ୍ରିଡମ ତେଲର ଏକ ଷ୍ଟଲ ଉଦଘାଟିତ ହୋଇଛି। ଏହି ଷ୍ଟଲକୁ ଡାକ୍ତର ଉମେଶ ରାୟ ଫିତା କାଟି ଉଦଘାଟନ କରିଥିଲେ।  ଫ୍ରିଡମ ଷ୍ଟଲ ପକ୍ଷରୁ ବିଭିନ୍ନ ଅଫର ଗ୍ରାହକ ମାନଙ୍କ ପାଇଁ ରଖାଯାଇଛି। ବୈଶାଖୀ ମେଳା ବୁଲି ମଜା ନେବା ସହ ଗ୍ରାହକ ଏହି ଷ୍ଟଲରୁ ତେଲ ମଧ୍ୟ କିଣି ନେବାକୁ ବେଶ ପସନ୍ଦ କରୁଛନ୍ତି। ଫ୍ରିଡମ ତେଲକୁ ଗ୍ରାହ  ବେଶ ପସନ୍ଦ କରୁଥିବା ବେଳେ ଏହି ତେଲକୁ ଖାଇବା ଦ୍ଵାରା କୌଣସି ପ୍ରକାର ସମସ୍ୟା ନାହିଁ ବୋଲି ଉଦଘାଟକ ତଥା ଡାକ୍ତର ଉମେଶ ରାୟ କହିଛନ୍ତି। ଫ୍ରିଡମ ଓଡିଶା ବଜାରରେ ଏକ ନମ୍ବର ରହି ଆସୁଥିବା ବେଳେ ବୈଶାଖୀ ମେଳାରେ ମଧ୍ୟ ଭଲ ବ୍ୟବସାୟ କରିବ ବୋଲି ଫ୍ରିଡମ ତେଲର ଓଡିଶା ମୁଖ୍ୟ କହିଛନ୍ତି।Also read:  ଅଭାବନୀୟ ! ରିଲ୍‌ସ କରିବାକୁ ଯାଇ ଟ୍ରେନରେ କଟି ଯୁବକ ମୃତ୍ୟୁ   

ବୈଶାଖୀ ବାଣିଜ୍ୟ ମେଳାରେ ଫ୍ରିଡମ ତେଲର ଷ୍ଟଲ ଉଦଘାଟିତ, ଗ୍ରାହକଙ୍କ ପାଇଁ ରହିଛି ଆକର୍ଷଣୀୟ ଅଫର

କଟକ: କଟକ ଉପର ବାଲିଯାତ୍ରା ପଡିଆରେ ଚାଲୁଥିବା ବୈଶାଖୀ ବାଣିଜ୍ୟ ମେଳାରେ ଫ୍ରିଡମ ତେଲର ଏକ ଷ୍ଟଲ ଉଦଘାଟିତ ହୋଇଛି। ଏହି ଷ୍ଟଲକୁ ଡାକ୍ତର ଉମେଶ ରାୟ ଫିତା କାଟି ଉଦଘାଟନ କରିଥିଲେ।  ଫ୍ରିଡମ ଷ୍ଟଲ ପକ୍ଷରୁ ବିଭିନ୍ନ ଅଫର ଗ୍ରାହକ ମାନଙ୍କ ପାଇଁ ରଖାଯାଇଛି। ବୈଶାଖୀ ମେଳା ବୁଲି ମଜା ନେବା ସହ ଗ୍ରାହକ ଏହି ଷ୍ଟଲରୁ ତେଲ ମଧ୍ୟ କିଣି ନେବାକୁ ବେଶ ପସନ୍ଦ କରୁଛନ୍ତି। 

ଫ୍ରିଡମ ତେଲକୁ ଗ୍ରାହ  ବେଶ ପସନ୍ଦ କରୁଥିବା ବେଳେ ଏହି ତେଲକୁ ଖାଇବା ଦ୍ଵାରା କୌଣସି ପ୍ରକାର ସମସ୍ୟା ନାହିଁ ବୋଲି ଉଦଘାଟକ ତଥା ଡାକ୍ତର ଉମେଶ ରାୟ କହିଛନ୍ତି। ଫ୍ରିଡମ ଓଡିଶା ବଜାରରେ ଏକ ନମ୍ବର ରହି ଆସୁଥିବା ବେଳେ ବୈଶାଖୀ ମେଳାରେ ମଧ୍ୟ ଭଲ ବ୍ୟବସାୟ କରିବ ବୋଲି ଫ୍ରିଡମ ତେଲର ଓଡିଶା ମୁଖ୍ୟ କହିଛନ୍ତି।

Also read:  ଅଭାବନୀୟ ! ରିଲ୍‌ସ କରିବାକୁ ଯାଇ ଟ୍ରେନରେ କଟି ଯୁବକ ମୃତ୍ୟୁ