ବୋଟେତୋଙ୍ଗ ଜଙ୍ଗଲରେ ମାଓ ଡମ୍ପ ଠାବ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି ୩୦।୫: ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ଠାବ ହେଲା ବଡ଼ ଧରଣର ମାଓ ଡମ୍ପ । ବୋଟେତୋଙ୍ଗ ଜଙ୍ଗଲ ଭିତରେ ମାଓବାଦୀ ମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସୁରକ୍ଷା କର୍ମୀ ଜବତ କରିଛନ୍ତି । ଏହି ସବୁ ବିସ୍ଫୋରକ ସାମଗ୍ରୀ ଦ୍ବାରା ବିଜିଏଲ ସେଲ୍ ବିସ୍ଫୋରକ ସାମଗ୍ରୀ ତିଆରି କରୁଥିଲେ ମାଓବାଦୀ । ହେଲେ ବିଶେଷ ସୂତ୍ରରୁ ଖବର ପାଇ ୨୦୩ ସିଆରପିଏଫ ବାଟାଲିୟନର କୋବ୍ରା ଜବାନ ମାନେ ଏହାକୁ ଉଦ୍ଧାର କରିଛନ୍ତି । ଛତିଶଗଡ଼ରେ ଜୋରଦାର ମାଓବାଦୀ ବିରୋଧୀ ଅପରେସନ ଚାଲିଥିବା ବେଳେ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ନକ୍ସଲ ମାନେ ଏସବୁ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିଲେ ।You Can Read:ନବ ଦାସ ହତ୍ୟାକାଣ୍ଡ ମାମଲା : ତଦନ୍ତ ପାଇଁ ପୁଣି ଥରେ ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ଟିମ୍ 

ବୋଟେତୋଙ୍ଗ ଜଙ୍ଗଲରେ ମାଓ ଡମ୍ପ ଠାବ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି ୩୦ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ଠାବ ହେଲା ବଡ଼ ଧରଣର ମାଓ ଡମ୍ପ । ବୋଟେତୋଙ୍ଗ ଜଙ୍ଗଲ ଭିତରେ ମାଓବାଦୀ ମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସୁରକ୍ଷା କର୍ମୀ ଜବତ କରିଛନ୍ତି । ଏହି ସବୁ ବିସ୍ଫୋରକ ସାମଗ୍ରୀ ଦ୍ବାରା ବିଜିଏଲ ସେଲ୍ ବିସ୍ଫୋରକ ସାମଗ୍ରୀ ତିଆରି କରୁଥିଲେ ମାଓବାଦୀ । ହେଲେ ବିଶେଷ ସୂତ୍ରରୁ ଖବର ପାଇ ୨୦୩ ସିଆରପିଏଫ ବାଟାଲିୟନର କୋବ୍ରା ଜବାନ ମାନେ ଏହାକୁ ଉଦ୍ଧାର କରିଛନ୍ତି । 

ଛତିଶଗଡ଼ରେ ଜୋରଦାର ମାଓବାଦୀ ବିରୋଧୀ ଅପରେସନ ଚାଲିଥିବା ବେଳେ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ନକ୍ସଲ ମାନେ ଏସବୁ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିଲେ ।

You Can Read:

ନବ ଦାସ ହତ୍ୟାକାଣ୍ଡ ମାମଲା : ତଦନ୍ତ ପାଇଁ ପୁଣି ଥରେ ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ଟିମ୍