ବୋତଲରେ ମାଛ ଧରିବାର ନୂଆ ଟେକ୍ନିକ୍ ଆରମ୍ଭକଲେ ନାବାଳକ, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି । ସେଥିରୁ କେତେକ ଭିଡିଓ ହସରର ଖୋରାକ ଯୋଗାଉ ଥିବାବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଏକ ଛୋଟ ପିଲାକୁ ଦେଖିବାକୁ ମିଳୁଛି। ପିଲାଟି ମାଛ ଧରିବାର ଭିନ୍ନ ଏକ କୌଶଳ ବାଛିଛି। କମ୍ ସମୟରେ ଅଧିକ ମାଛ ଧରିବାର ଏହା ଏକ ସହଜ ଉପାୟ। ଭିଡିଓରେ ଦେଖିବାକୁ ମିଳୁଛି ଏକ ଛୋଟପିଲା ପ୍ଲାଷ୍ଟିକ୍ ବୋତଲ ମୁହଁରେ ଖାଦ୍ୟବାନ୍ଧି ପାଣିରେ […] The post ବୋତଲରେ ମାଛ ଧରିବାର ନୂଆ ଟେକ୍ନିକ୍ ଆରମ୍ଭକଲେ ନାବାଳକ, ଭିଡିଓ ଦେଖିଲେ… appeared first on Dharitri Odia News.
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି । ସେଥିରୁ କେତେକ ଭିଡିଓ ହସରର ଖୋରାକ ଯୋଗାଉ ଥିବାବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଏକ ଛୋଟ ପିଲାକୁ ଦେଖିବାକୁ ମିଳୁଛି। ପିଲାଟି ମାଛ ଧରିବାର ଭିନ୍ନ ଏକ କୌଶଳ ବାଛିଛି। କମ୍ ସମୟରେ ଅଧିକ ମାଛ ଧରିବାର ଏହା ଏକ ସହଜ ଉପାୟ।
ଭିଡିଓରେ ଦେଖିବାକୁ ମିଳୁଛି ଏକ ଛୋଟପିଲା ପ୍ଲାଷ୍ଟିକ୍ ବୋତଲ ମୁହଁରେ ଖାଦ୍ୟବାନ୍ଧି ପାଣିରେ ପକାଉଛି। ପରେ ବୋତଲ ହଲିବା ମାତ୍ରେ ସେ ବୋତଲକୁ ଉଠାଉଛି ଏଥିରେ ଏକ ମାଛ ଖାଦ୍ୟ ଖାଇବାକୁ ଲାଗୁଛି ଯାହାକୁ ସିଏ କାଢ଼ି ହାଣ୍ଡିରେ ପୁରାଉଛି। ଖୁବ୍ କମ୍ ସମୟରେ ପିଲାଟି ଅନେକ ମାଛ ଧରୁଛି। ଏହି ଭଡିଓଟି ଏକ୍ସରେ ତନ୍ଶୁ ଆକାଉଣ୍ଟରୁ ଶେୟାର କରାଯାଇଛି। ଯାହା ବର୍ତ୍ତମାନ ଭାଇରାଲ ହେଉଛି।
The post ବୋତଲରେ ମାଛ ଧରିବାର ନୂଆ ଟେକ୍ନିକ୍ ଆରମ୍ଭକଲେ ନାବାଳକ, ଭିଡିଓ ଦେଖିଲେ… appeared first on Dharitri Odia News.