ବୋମା ବିସ୍ଫୋରଣ: ଚାଲିଗଲା ପୂର୍ବତନ ବିଧାୟକଙ୍କ ସ୍ତ୍ରୀଙ୍କ ଜୀବନ
ଗୁଆହାଟୀ,୧୧ା୮:ମଣିପୁରର କାଙ୍ଗପୋକ୍ସି ଜିଲାରେ ବୋମା ବିସ୍ଫୋରଣ ଘଟି ପୂର୍ବତନ ବିଧାୟକ ୟମଥୋଙ୍ଗ ହାଓକିପ୍ଙ୍କ ସ୍ତ୍ରୀ ଚାରୁବାଳା ପ୍ରାଣ ହରାଇଛନ୍ତି। ଶନିବାର ଅପରାହ୍ନରେ ହାଇକିପ୍ଙ୍କ ସାଇକୁଲ୍ସ୍ଥିତ ବାସଭବନ ପରିସରରେ ଏହି ବିସ୍ଫୋରଣ ଘଟିଥିଲା। ସେତେବେଳେ ବଗିଚାରେ ଥିବା ଚାରୁବାଳା ଗୁରୁତର ହୋଇଥିବାବେଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାତି ୧୧ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ହାଓକିପ୍ କୁକି-ଜୋ ସମ୍ପ୍ରଦାୟର ହୋଇଥିବାବେଳେ ଚାରୁବାଳା ମାଇତି ସମ୍ପ୍ରଦାୟର। ଆକ୍ରମଣର କାରଣ ଜଣାପଡ଼ି ନ ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି। ଟେଙ୍ଗ୍ନୌପାଲ ଜିଲାରେ […] The post ବୋମା ବିସ୍ଫୋରଣ: ଚାଲିଗଲା ପୂର୍ବତନ ବିଧାୟକଙ୍କ ସ୍ତ୍ରୀଙ୍କ ଜୀବନ appeared first on Dharitri Odia News.
ଗୁଆହାଟୀ,୧୧ା୮:ମଣିପୁରର କାଙ୍ଗପୋକ୍ସି ଜିଲାରେ ବୋମା ବିସ୍ଫୋରଣ ଘଟି ପୂର୍ବତନ ବିଧାୟକ ୟମଥୋଙ୍ଗ ହାଓକିପ୍ଙ୍କ ସ୍ତ୍ରୀ ଚାରୁବାଳା ପ୍ରାଣ ହରାଇଛନ୍ତି। ଶନିବାର ଅପରାହ୍ନରେ ହାଇକିପ୍ଙ୍କ ସାଇକୁଲ୍ସ୍ଥିତ ବାସଭବନ ପରିସରରେ ଏହି ବିସ୍ଫୋରଣ ଘଟିଥିଲା। ସେତେବେଳେ ବଗିଚାରେ ଥିବା ଚାରୁବାଳା ଗୁରୁତର ହୋଇଥିବାବେଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାତି ୧୧ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ହାଓକିପ୍ କୁକି-ଜୋ ସମ୍ପ୍ରଦାୟର ହୋଇଥିବାବେଳେ ଚାରୁବାଳା ମାଇତି ସମ୍ପ୍ରଦାୟର। ଆକ୍ରମଣର କାରଣ ଜଣାପଡ଼ି ନ ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି। ଟେଙ୍ଗ୍ନୌପାଲ ଜିଲାରେ ଶୁକ୍ରବାର ୟୁନାଇଟେଡ୍ କୁକି ଲିବରେଶନ ଫ୍ରଣ୍ଟ (ୟୁକେଏଲ୍ଏଫ୍) ଏବଂ ଗ୍ରାମ ସ୍ବେଚ୍ଛାସେବୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୩ ଜଣ ପ୍ରାଣ ହରାଇଥିଲେ।
The post ବୋମା ବିସ୍ଫୋରଣ: ଚାଲିଗଲା ପୂର୍ବତନ ବିଧାୟକଙ୍କ ସ୍ତ୍ରୀଙ୍କ ଜୀବନ appeared first on Dharitri Odia News.