ବୋରୱେଲରେ ପଡ଼ିଗଲା ୫ ବର୍ଷର ଶିଶୁ ;୧୮ ଘଣ୍ଟା ହେବ ଚାଲିଛି ରେସ୍‌କ୍ୟୁ ଅପରେସନ୍‌

କନକ ବ୍ୟୁରୋ : ରାଜସ୍ଥାନ ଦୌଷାରେ ବଡ଼ ଅଘଟଣ । ବୋରୱେଲରେ ପଡ଼ିଲା ୫ ବର୍ଷର ଶିଶୁ । ଗତକାଲି ଶିଶୁଟି ଖେଳୁଥିବା ବେଳେ ନିକଟରେ ଥିବା ଏକ ବୋରୱେଲରେ ଶିଶୁଟି ପଡ଼ିଯାଇଛି । ୧୫୦ ଫୁଟ ଗଭୀର ବୋରୱେଲରେ ଶିଶୁଟି ପଡ଼ିଯାଇଛି । ଶିଶୁର ଜୀବନ ବଞ୍ଚାଇବାକୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ୧୮ ଘଣ୍ଟା ହେବ ଚାଲିଛି ରେସ୍‌କ୍ୟୁ ଅପରେସନ୍‌ । ଉଦ୍ଧାର କାର୍ୟ୍ୟରେ ଏନ୍‌ଡିଆରଏଫ୍ ଓ ଏସ୍‌ଡିଆରଏଫ୍ ଟିମ୍ ସାମିଲ ହୋଇଛନ୍ତି। ଶିଶୁକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସୁଡଙ୍ଗ କରିବା କାମ ଆରମ୍ଭ ହୋଇଛି ।