ବୌଦ୍ଧ ଝାଙ୍କରପଡା ଗାଁରେ ଅଘଟଣ,କରେଣ୍ଟ ଲାଗି ଜଣଙ୍କ ମୃତ୍ୟୁ

ବୌଦ୍ଧ ୨୬/୫: ବୌଦ୍ଧ ଆଦର୍ଶ ଥାନା ବଘିଆପଡା ଝାଙ୍କରପଡା ଗାଁରେ ଅଭାବନୀୟ । ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣକ ଜୀବନ ଯାଇଛି । ମୃତକ ସ୍ଥାନୀୟ ଅଞ୍ଚଳର ଶମ୍ଭୁ ମହାଲିକ । ସେ ଘର ପଛ ପଟେ ବିଦ୍ୟୁତ ମଟର ସାହାଯ୍ୟରେ ପାଣି କାଢୁଥିଲେ ଶମ୍ଭୁ । ତେବେ ଅସାବଧାନତାରୁ ତାଙ୍କୁ କରେଣ୍ଟ ଝଟ୍‌କା ଲାଗିଥିଲା । ସଙ୍ଗେ ସଙ୍ଗେ ଅଚେତ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି । ବୌଦ୍ଧ ଆଦର୍ଶ ଥାନା ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ କରିଛି । You Can Read:ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେଡି ମଜବୁତ୍‌, ୮୦ ପ୍ରତିଶତ ହାରରେ ଜିତିବ ଦଳ- ଭିକେ ପାଣ୍ଡିଆନ୍‌

ବୌଦ୍ଧ ଝାଙ୍କରପଡା ଗାଁରେ ଅଘଟଣ,କରେଣ୍ଟ ଲାଗି ଜଣଙ୍କ ମୃତ୍ୟୁ

ବୌଦ୍ଧ ୨୬/୫: ବୌଦ୍ଧ ଆଦର୍ଶ ଥାନା ବଘିଆପଡା ଝାଙ୍କରପଡା ଗାଁରେ ଅଭାବନୀୟ । ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣକ ଜୀବନ ଯାଇଛି । ମୃତକ ସ୍ଥାନୀୟ ଅଞ୍ଚଳର ଶମ୍ଭୁ ମହାଲିକ । ସେ ଘର ପଛ ପଟେ ବିଦ୍ୟୁତ ମଟର ସାହାଯ୍ୟରେ ପାଣି କାଢୁଥିଲେ ଶମ୍ଭୁ । ତେବେ ଅସାବଧାନତାରୁ ତାଙ୍କୁ କରେଣ୍ଟ ଝଟ୍‌କା ଲାଗିଥିଲା । 

ସଙ୍ଗେ ସଙ୍ଗେ ଅଚେତ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି । ବୌଦ୍ଧ ଆଦର୍ଶ ଥାନା ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ରୁଜୁ କରିଛି । 

You Can Read:

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେଡି ମଜବୁତ୍‌, ୮୦ ପ୍ରତିଶତ ହାରରେ ଜିତିବ ଦଳ- ଭିକେ ପାଣ୍ଡିଆନ୍‌