ବ୍ରହ୍ମଗିରିରେ ଦମ୍ ଦେଖାଇଲା ବିଜେପି,୯ହଜାରରୁ ଅଧିକ ଭୋଟ୍ରେ ଜିତିଲେ ଉପାସନା
ବ୍ରହ୍ମଗିରି: ୪/୬ ପୁରୀ ବ୍ରହ୍ମଗିରିରେ ଫୁଟିଲା ପଦ୍ମ । ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ରଙ୍କ ବାଜିମାତ । ୯ହଜାରରୁ ଅଧିକ ଭୋଟ୍ରେ ବିଜେଡିର ଉମାକାନ୍ତ ସାମନ୍ତରାୟଙ୍କ ହରାଇଛନ୍ତି ଉପାସନା । ଉପାସନା ଜିତିବା ପରେ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।