ବ୍ରହ୍ମପୁର ରାସ୍ତାରେ ପାକିସ୍ତାନ ମୁର୍ଦ୍ଦାବାଦ, ପହଲଗାମ ଆକ୍ରମଣ ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ
ବ୍ରହ୍ମପୁର ୧।୫: ବ୍ରହ୍ମପୁରରେ ଦେଖିବାକୁ ମିଳିଲା ପାକିସ୍ତାନ ମୁର୍ଦ୍ଦାବାଦ ଚିତ୍ର । ରାସ୍ତା ଉପରେ ପାକିସ୍ତାନ ମୁର୍ଦ୍ଦାବାଦ ଲେଖାଥିବା ଚିତ୍ର ଅଙ୍କାଯାଇଛି । ତେବେ କିଏ ଏବଂ କାହିଁକି ଏଭଳି ପାକିସ୍ତାନ ମୁର୍ଦ୍ଦାବାଦ ଲେଖି ଚିତ୍ର ଆଙ୍କିଛନ୍ତି ତାହା ଅସ୍ପଷ୍ଟ ରହିଛି । ଏହାକୁ ନେଇ ସହରବାସୀ ସନ୍ଦେହରେ ରହିଛନ୍ତି । ଭୁବନେଶ୍ୱର ପରେ ଏବେ ବ୍ରହ୍ମପୁରରେ ଏଭଳି ପାକିସ୍ତାନ ମୁର୍ଦ୍ଦାବାଦ ଲେଖାଥିବା ଚିତ୍ରକୁ ଦେଖି ବିଭିନ୍ନ କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି । ପହଲଗାମ ଆକ୍ରମଣ ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ବ୍ରହ୍ମପୁରରେ ଏହି ଚିତ୍ରକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । You Can Read:ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘରେ ପଡ଼ିଛି ରକ୍ତାକ୍ତ ମୃତଦେହ
ବ୍ରହ୍ମପୁର ୧।୫: ବ୍ରହ୍ମପୁରରେ ଦେଖିବାକୁ ମିଳିଲା ପାକିସ୍ତାନ ମୁର୍ଦ୍ଦାବାଦ ଚିତ୍ର । ରାସ୍ତା ଉପରେ ପାକିସ୍ତାନ ମୁର୍ଦ୍ଦାବାଦ ଲେଖାଥିବା ଚିତ୍ର ଅଙ୍କାଯାଇଛି । ତେବେ କିଏ ଏବଂ କାହିଁକି ଏଭଳି ପାକିସ୍ତାନ ମୁର୍ଦ୍ଦାବାଦ ଲେଖି ଚିତ୍ର ଆଙ୍କିଛନ୍ତି ତାହା ଅସ୍ପଷ୍ଟ ରହିଛି । ଏହାକୁ ନେଇ ସହରବାସୀ ସନ୍ଦେହରେ ରହିଛନ୍ତି ।

ଭୁବନେଶ୍ୱର ପରେ ଏବେ ବ୍ରହ୍ମପୁରରେ ଏଭଳି ପାକିସ୍ତାନ ମୁର୍ଦ୍ଦାବାଦ ଲେଖାଥିବା ଚିତ୍ରକୁ ଦେଖି ବିଭିନ୍ନ କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି । ପହଲଗାମ ଆକ୍ରମଣ ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ବ୍ରହ୍ମପୁରରେ ଏହି ଚିତ୍ରକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।
You Can Read:
ଏକତରଫା ପ୍ରେମରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ଘରେ ପଡ଼ିଛି ରକ୍ତାକ୍ତ ମୃତଦେହ