ବ୍ରେକ୍‌ ଫେଲ୍‌ ହେବାରୁ ଦୁର୍ଘଟଣା : ଡ୍ରାଇଭର ମୃତ, ହେଲ୍‌ପର୍‌ ଗୁରୁତର

ବଣାଇ ୦୧।୦୫ : ସୁନ୍ଦରଗଡ଼ କେ. ବଲାଙ୍ଗ ଥାନା ଚୁନା ଘାଟିରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲ୍‌ପର ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଏକ ଲୁହା ପଥର ବୋଝେଇ ଟ୍ରକର ବ୍ରେକ୍‌ ଫେଲ୍‌ ହେବାରୁ ସାମ୍ନାରେ ଥିବା ଏକ ଲୁହାପଥର ଟ୍ରକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଗାଡି ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ହେଲ୍‌ପର ଗୁରୁତର ହୋଇଛନ୍ତି । ଶେଷରେ ଦୁଇ ଘଣ୍ଟାର କଠିନ ପରିଶ୍ରମ ପରେ କଟର ସହାୟତାରେ ଟ୍ରକକୁ କାଟି ଚାଳକର ଶବକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । 

ବ୍ରେକ୍‌ ଫେଲ୍‌ ହେବାରୁ ଦୁର୍ଘଟଣା : ଡ୍ରାଇଭର ମୃତ, ହେଲ୍‌ପର୍‌ ଗୁରୁତର

ବଣାଇ ୦୧।୦୫ : ସୁନ୍ଦରଗଡ଼ କେ. ବଲାଙ୍ଗ ଥାନା ଚୁନା ଘାଟିରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲ୍‌ପର ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଏକ ଲୁହା ପଥର ବୋଝେଇ ଟ୍ରକର ବ୍ରେକ୍‌ ଫେଲ୍‌ ହେବାରୁ ସାମ୍ନାରେ ଥିବା ଏକ ଲୁହାପଥର ଟ୍ରକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଗାଡି ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ହେଲ୍‌ପର ଗୁରୁତର ହୋଇଛନ୍ତି । ଶେଷରେ ଦୁଇ ଘଣ୍ଟାର କଠିନ ପରିଶ୍ରମ ପରେ କଟର ସହାୟତାରେ ଟ୍ରକକୁ କାଟି ଚାଳକର ଶବକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ।