ବ୍ଲକ କାର୍ଯ୍ୟାଳୟରେ ଶୁଦ୍ଧ ପାନୀୟଜଳର ବ୍ୟବସ୍ଥା କଲେ BDO
ଦାରିଙ୍ଗବାଡି, ୨୬ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ପରେ ଲୋକଙ୍କ ସମସ୍ୟାର ସମାଧାନ ହୋଇଛି। କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କୁ ପିଇବାପାଣି ମିଳୁନଥିଲା ଫଳରେ କାର୍ଯ୍ୟାଳୟକୁ ଆସୁଥିବା ଲୋକ ପାଣି ପାଇଁ ଡହଳ ବିକଳ ହେଉଥିଲେ। ପିଇବା ପାଣି ପାଇଁ ଲୋକ ଖର୍ଚ୍ଚ କରି ବଜାରରୁ ପାଣି ପାଉଚ ଓ ବୋତଲ ପାଣି କିଣି ପିଉଥିଲେ। ଏହାର ସମାଧାନ କରିବା ପାଇଁ ବିଡ଼ିଓ ପ୍ରୀତିରଞ୍ଜନ ରଥ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ […] The post ବ୍ଲକ କାର୍ଯ୍ୟାଳୟରେ ଶୁଦ୍ଧ ପାନୀୟଜଳର ବ୍ୟବସ୍ଥା କଲେ BDO appeared first on Dharitri Odia News.
ଦାରିଙ୍ଗବାଡି, ୨୬ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ପରେ ଲୋକଙ୍କ ସମସ୍ୟାର ସମାଧାନ ହୋଇଛି। କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କୁ ପିଇବାପାଣି ମିଳୁନଥିଲା ଫଳରେ କାର୍ଯ୍ୟାଳୟକୁ ଆସୁଥିବା ଲୋକ ପାଣି ପାଇଁ ଡହଳ ବିକଳ ହେଉଥିଲେ। ପିଇବା ପାଣି ପାଇଁ ଲୋକ ଖର୍ଚ୍ଚ କରି ବଜାରରୁ ପାଣି ପାଉଚ ଓ ବୋତଲ ପାଣି କିଣି ପିଉଥିଲେ। ଏହାର ସମାଧାନ କରିବା ପାଇଁ ବିଡ଼ିଓ ପ୍ରୀତିରଞ୍ଜନ ରଥ ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଶୁଦ୍ଧ ଶୀତଳ ପାଣିର ବ୍ୟବସ୍ଥା ବୁଧବାର ଠାରୁ ଆରମ୍ଭ କରାଇଛନ୍ତି ଏଥି ପାଇଁ ଲୋକମାନେ ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
The post ବ୍ଲକ କାର୍ଯ୍ୟାଳୟରେ ଶୁଦ୍ଧ ପାନୀୟଜଳର ବ୍ୟବସ୍ଥା କଲେ BDO appeared first on Dharitri Odia News.