ବ୍ଲକ ସ୍ତରୀୟ ଡିଜିଟାଲ ଫସଲ ସର୍ବେକ୍ଷଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…….
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଆତ୍ମା ଗୃହ ଠାରେ ସୋମବାର ବ୍ଲକ ସ୍ତରୀୟ ଡିଜିଟାଲ ଫସଲ ସର୍ବେକ୍ଷଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସ୍ଥାନୀୟ ତହସିଲଦାର ଅରୁଣ ବର୍ଗେ ,ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ,ଏଏଓ କୁମାର ଚିରଞ୍ଜିବି ଙ୍କ ତତ୍ତ୍ୱ ବଧାନ ରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ତାଲିମଦାତା ଭାବେ ବ୍ଲକ ମତ୍ସ୍ୟ ଅଧିକାରୀ ଶଶିକାନ୍ତ ବେହେରା ଯୋଗ ଦେଇ ବ୍ଲକ ର ୭୨ ଜଣ ତାଲିମାର୍ଥୀ ଙ୍କୁ ଦୁଇଟି ପର୍ଯ୍ୟାୟରେ ମୋବାଇଲ […] The post ବ୍ଲକ ସ୍ତରୀୟ ଡିଜିଟାଲ ଫସଲ ସର୍ବେକ୍ଷଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ……. appeared first on Odisha.News.
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଆତ୍ମା ଗୃହ ଠାରେ ସୋମବାର ବ୍ଲକ ସ୍ତରୀୟ ଡିଜିଟାଲ ଫସଲ ସର୍ବେକ୍ଷଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସ୍ଥାନୀୟ ତହସିଲଦାର ଅରୁଣ ବର୍ଗେ ,ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ,ଏଏଓ କୁମାର ଚିରଞ୍ଜିବି ଙ୍କ ତତ୍ତ୍ୱ ବଧାନ ରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ତାଲିମଦାତା ଭାବେ ବ୍ଲକ ମତ୍ସ୍ୟ ଅଧିକାରୀ ଶଶିକାନ୍ତ ବେହେରା ଯୋଗ ଦେଇ ବ୍ଲକ ର ୭୨ ଜଣ ତାଲିମାର୍ଥୀ ଙ୍କୁ ଦୁଇଟି ପର୍ଯ୍ୟାୟରେ ମୋବାଇଲ ଆପ ଜରିଆରେ କେଉଁ ପ୍ଲଟ ରେ କେଉଁ ଫସଲ ହେଇଛି, ତାହାର ନିର୍ଭୁଲ ସର୍ଭେକ୍ଷଣ କିଭଳି ହେଇପାରିବ ସେ ଉପରେ ତାଲିମ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆୟୋଜନ ରେ ସହାୟତା କରିଥିଲେ
The post ବ୍ଲକ ସ୍ତରୀୟ ଡିଜିଟାଲ ଫସଲ ସର୍ବେକ୍ଷଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ……. appeared first on Odisha.News.