ବ୍ଳାକ ପେପରରେ ତଥ୍ୟ: ୧୦ ବର୍ଷରେ ୪୧୧ ବିଧାୟକଙ୍କ ଘୋଡ଼ାବେପାର କରିଛି ଭାଜପା…
ନୂଆଦିଲ୍ଲୀ,୮।୨ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଏକ ବ୍ଳାକପେପର ଜାରି କରିଛନ୍ତି। ସେ କହିଛନ୍ତି ଦେଶରେ ଗଣତନ୍ତ୍ର ବିପଦରେ ପଡ଼ିଛି। ଗତ ୧୦ ବର୍ଷ ଅନ୍ୟାୟ କାଳ ମଧ୍ୟରେ ଭାଜପା ଘୋଡ଼ାବେପାର କରି ୪୧୧ ଜଣ ବିଧାୟକଙ୍କୁ ନିଜ ଆଡକୁ ଆଣିଛି। ସେମାନେ କେତେକ ରାଜ୍ୟରେ କଂଗ୍ରେସ ସରକାରକୁ କ୍ଷମତାଚ୍ୟୁତ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି। ଆମେ ବେକାରୀ ସମସ୍ୟାକୁ ନେଇ ପ୍ରଶ୍ନ ଉଠାଉଛୁ, ଯାହା ଉପରେ ଭାଜପା […] The post ବ୍ଳାକ ପେପରରେ ତଥ୍ୟ: ୧୦ ବର୍ଷରେ ୪୧୧ ବିଧାୟକଙ୍କ ଘୋଡ଼ାବେପାର କରିଛି ଭାଜପା… appeared first on Dharitri Odia News.
ନୂଆଦିଲ୍ଲୀ,୮।୨ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଏକ ବ୍ଳାକପେପର ଜାରି କରିଛନ୍ତି। ସେ କହିଛନ୍ତି ଦେଶରେ ଗଣତନ୍ତ୍ର ବିପଦରେ ପଡ଼ିଛି।
ଗତ ୧୦ ବର୍ଷ ଅନ୍ୟାୟ କାଳ ମଧ୍ୟରେ ଭାଜପା ଘୋଡ଼ାବେପାର କରି ୪୧୧ ଜଣ ବିଧାୟକଙ୍କୁ ନିଜ ଆଡକୁ ଆଣିଛି। ସେମାନେ କେତେକ ରାଜ୍ୟରେ କଂଗ୍ରେସ ସରକାରକୁ କ୍ଷମତାଚ୍ୟୁତ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି।
ଆମେ ବେକାରୀ ସମସ୍ୟାକୁ ନେଇ ପ୍ରଶ୍ନ ଉଠାଉଛୁ, ଯାହା ଉପରେ ଭାଜପା କଦାପି କଥାବାର୍ତ୍ତା କରେ ନାହିଁ। କେରଳ, କର୍ନାଟକ, ତେଲେଙ୍ଗାନା ଭଳି ଅଣ-ଭାଜ୍ୟ ରାଜ୍ୟଗୁଡିକ ପ୍ରତି ଭେଦଭାବ କରାଯାଉଛି ବୋଲି ବ୍ଳାକ ପେପରରେ ଉଲ୍ଲେଖ କରାଯାଇଛି।
The post ବ୍ଳାକ ପେପରରେ ତଥ୍ୟ: ୧୦ ବର୍ଷରେ ୪୧୧ ବିଧାୟକଙ୍କ ଘୋଡ଼ାବେପାର କରିଛି ଭାଜପା… appeared first on Dharitri Odia News.