ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର: ମହଙ୍ଗା ଭତ୍ତା ବୃଦ୍ଧି କଲା ଆଇବିଏ
ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ୍ (ଆଇବିଏ) ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଡିଅରନେସ ଆଲାଓନ୍ସ ଅର୍ଥାତ୍ ଡିଏ ଘୋଷଣା କରିଛି। ସୋମବାର ଏକ ବିବୃତ୍ତି ଜାରି କରି ଆଇବିଏ ଏହି ସୂଚନା ଦେଇଛି। ଆଇବିଏ ବିବୃତ୍ତି ଜାରି କହିଛି “ମେ, ଜୁନ୍ ଏବଂ ଜୁଲାଇ ୨୦୨୪ ପାଇଁ ୱାର୍କମ୍ୟାନ୍ ଏବଂ ଅଧିକାରୀମାନଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା ବେତନର ୧୫.୯୭ ପ୍ରତିଶତ ହେବ।”ଏହାପୂର୍ବରୁ, ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଡିଏ ବୃଦ୍ଧି ହିସାବକୁ ଚଳିତ ବର୍ଷ ଆରମ୍ଭରେ ସଂଶୋଧନ କରାଯାଇଥିଲା। ସରକାରୀ ବ୍ୟାଙ୍କର କର୍ମଚାରୀଙ୍କ ଡିଏ ମର୍ଜ କରିବା ପରେ ପାଇଁ ନୂଆ ବେତନ ମାପ(ନ୍ୟୁ ପେ ସ୍କେଲ୍) ମଧ୍ୟ ତିଆରି କରାଯାଇଛି।ମହଙ୍ଗା ଭତ୍ତାର ହିସାବ କେମିତି କରାଯାଏ?ମହଙ୍ଗା ଭତ୍ତା ବୃଦ୍ଧିର ହିସାବ ବିଷୟରେ ଖୁଲାସା କରି ଆଇବିଏ କହିଛି “ଇଣ୍ଡଷ୍ଟ୍ରିଆଲ ୱର୍କର୍ସଙ୍କ ପାଇଁ ଲାଗୁ ଅଲ୍ ଇଣ୍ଡିଆ କଞ୍ଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସ(ସିପିଆଇ), ଯାହାର ଭିତ୍ତି ବର୍ଷ ୨୦୧୬(Bass 2016= 100)ମାର୍ଚ୍ଚ ୨୦୨୪ରେ ଶେଷ ୩ ମାସ ମଧ୍ୟରେ ଏହିଭଳି ରହିଥିଲା। ”Bass ଜାନୁଆରୀ ୨୦୨୪ = ୧୩୮.୯ ରେ ଫେବୃଆରୀ ୨୦୨୪= ୧୩୯.୨ମାର୍ଚ୍ଚ ୨୦୨୪ = ୧୩୮.୯
ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ୍ (ଆଇବିଏ) ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଡିଅରନେସ ଆଲାଓନ୍ସ ଅର୍ଥାତ୍ ଡିଏ ଘୋଷଣା କରିଛି। ସୋମବାର ଏକ ବିବୃତ୍ତି ଜାରି କରି ଆଇବିଏ ଏହି ସୂଚନା ଦେଇଛି। ଆଇବିଏ ବିବୃତ୍ତି ଜାରି କହିଛି “ମେ, ଜୁନ୍ ଏବଂ ଜୁଲାଇ ୨୦୨୪ ପାଇଁ ୱାର୍କମ୍ୟାନ୍ ଏବଂ ଅଧିକାରୀମାନଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା ବେତନର ୧୫.୯୭ ପ୍ରତିଶତ ହେବ।”
ଏହାପୂର୍ବରୁ, ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଡିଏ ବୃଦ୍ଧି ହିସାବକୁ ଚଳିତ ବର୍ଷ ଆରମ୍ଭରେ ସଂଶୋଧନ କରାଯାଇଥିଲା। ସରକାରୀ ବ୍ୟାଙ୍କର କର୍ମଚାରୀଙ୍କ ଡିଏ ମର୍ଜ କରିବା ପରେ ପାଇଁ ନୂଆ ବେତନ ମାପ(ନ୍ୟୁ ପେ ସ୍କେଲ୍) ମଧ୍ୟ ତିଆରି କରାଯାଇଛି।
ମହଙ୍ଗା ଭତ୍ତାର ହିସାବ କେମିତି କରାଯାଏ?
ମହଙ୍ଗା ଭତ୍ତା ବୃଦ୍ଧିର ହିସାବ ବିଷୟରେ ଖୁଲାସା କରି ଆଇବିଏ କହିଛି “ଇଣ୍ଡଷ୍ଟ୍ରିଆଲ ୱର୍କର୍ସଙ୍କ ପାଇଁ ଲାଗୁ ଅଲ୍ ଇଣ୍ଡିଆ କଞ୍ଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସ(ସିପିଆଇ), ଯାହାର ଭିତ୍ତି ବର୍ଷ ୨୦୧୬(Bass 2016= 100)ମାର୍ଚ୍ଚ ୨୦୨୪ରେ ଶେଷ ୩ ମାସ ମଧ୍ୟରେ ଏହିଭଳି ରହିଥିଲା। ”
Bass ଜାନୁଆରୀ ୨୦୨୪ = ୧୩୮.୯ ରେ
ଫେବୃଆରୀ ୨୦୨୪= ୧୩୯.୨
ମାର୍ଚ୍ଚ ୨୦୨୪ = ୧୩୮.୯