ଭଉଣୀ ଘରେ ଗଣେଶ ଚତୁର୍ଥୀ ସେଲିବ୍ରେସନ୍‌ କଲେ ଅମୀର ଖାନ, ସାମ୍ନାକୁ ଆସିଲା ଫଟୋ

ମୁମ୍ଵାଇ ୦୯।୦୯: ଶାହରୁଖ ଖାନଙ୍କ ଠାରୁ ଶିଳ୍ପା ଶେଟ୍ଟୀ, ଭୁମି ପେଡନେକର, ସୋନାକ୍ଷୀ ସିହ୍ନା ଏବଂ ଅମୀର ଖାନ ପର୍ଯ୍ୟନ୍ତ ସମସ୍ତ ତାରକା ଗଣେଶ ଚତୁର୍ଥିଙ୍କ ଉତ୍ସବକୁ ଧୁମ୍‌ଧାମ୍‌ରେ ପାଳନ କରିଥିଲେ । ବଲିଉଡ ସୁପରଷ୍ଟାର ଅମୀର ଖାନ । ଅମୀର ଖାନ ମଧ୍ୟ ତାଙ୍କ ପରିବାର ସହ ଗଣେଶ ପୂଜା କରିଥିଲେ । ତାହା ପୁଣି ତାଙ୍କ ଭଉଣୀ ନିଖତଙ୍କ ଘରେ । ଏହି ପୂଜାରେ ଅମୀର ତାଙ୍କ ପୁଅ ଆଜାଦଙ୍କ ସହ ନଜର ଆସିଥିଲେ। ସୋସିଆଲ ମିଡିଆରେ ଅଭିନେତାଙ୍କ ପରିବାର ସହିତ ଫଟୋ ସାମ୍ନାକୁ ଆସିଛି।ପୁଅ ଆଜାଦଙ୍କ ସହ ଅମୀର ଖାନ ଗଣେଶ ପୂଜା କରିଥିଲେ ଅମୀରଙ୍କ ଭଉଣୀ ନିଖତ ଏବଂ ତାଙ୍କ ସ୍ୱାମୀ ସନ୍ତୋଷଙ୍କ ସହ ଗଣେଶ ଚତୁର୍ଥି ନିଜ ଘରେ ପାଳନ କରିଥିଲେ। ଯାହାର ଫଟୋ ସୋସିଆଲ ଭାଇରାଲ ହୋଇଛି। ଏହି ଫଟୋରେ ଅମୀର  ତାଙ୍କ ପରିବାର ସହିତ ପୂଜା କରୁଥିବା ମଧ୍ୟ ନଜର ଆସିଛନ୍ତି। ଆଉ ଗୋଟିଏ ଫଟୋରେ ତାଙ୍କ ସାନପୁଅ ଆଜାଦ ଖାନ ମଧ୍ୟ ଅମୀରଙ୍କ ସହ ପୂଜାରେ ଠିଆ ହୋଇଥିବା ନଜର ଆସିଛନ୍ତି । ଅମୀର କଳା ରଙ୍ଗର ପ୍ୟାଣ୍ଟ ସହିତ ନୀଳ ରଙ୍ଗର କୁର୍ତ୍ତା ପିନ୍ଧିଥିଲେ। ଏହି ପୂଜା ପରେ ସେ ନିଜ ପରିବାର ସହିତ କ୍ଵାଲିଟି ଟାଇମ୍‌ ବିତାଇଥିଲେ। #AamirKhan celebrates #GaneshChaturthi with family pic.twitter.com/LPLMW8TsI2— Irina Romanova (@Sabrina_AKF) September 8, 2024ଅମୀର ଖାନଙ୍କ ଆଗାମୀ ଚଳଚ୍ଚିତ୍ର ସେପ୍ଟେମ୍ବର ୭, ଶନିବାର ଦିନ ଅମୀ

ଭଉଣୀ ଘରେ ଗଣେଶ ଚତୁର୍ଥୀ ସେଲିବ୍ରେସନ୍‌ କଲେ ଅମୀର ଖାନ, ସାମ୍ନାକୁ ଆସିଲା ଫଟୋ

ମୁମ୍ଵାଇ ୦୯।୦୯: ଶାହରୁଖ ଖାନଙ୍କ ଠାରୁ ଶିଳ୍ପା ଶେଟ୍ଟୀ, ଭୁମି ପେଡନେକର, ସୋନାକ୍ଷୀ ସିହ୍ନା ଏବଂ ଅମୀର ଖାନ ପର୍ଯ୍ୟନ୍ତ ସମସ୍ତ ତାରକା ଗଣେଶ ଚତୁର୍ଥିଙ୍କ ଉତ୍ସବକୁ ଧୁମ୍‌ଧାମ୍‌ରେ ପାଳନ କରିଥିଲେ । ବଲିଉଡ ସୁପରଷ୍ଟାର ଅମୀର ଖାନ । ଅମୀର ଖାନ ମଧ୍ୟ ତାଙ୍କ ପରିବାର ସହ ଗଣେଶ ପୂଜା କରିଥିଲେ । ତାହା ପୁଣି ତାଙ୍କ ଭଉଣୀ ନିଖତଙ୍କ ଘରେ । ଏହି ପୂଜାରେ ଅମୀର ତାଙ୍କ ପୁଅ ଆଜାଦଙ୍କ ସହ ନଜର ଆସିଥିଲେ। ସୋସିଆଲ ମିଡିଆରେ ଅଭିନେତାଙ୍କ ପରିବାର ସହିତ ଫଟୋ ସାମ୍ନାକୁ ଆସିଛି।

ପୁଅ ଆଜାଦଙ୍କ ସହ ଅମୀର ଖାନ ଗଣେଶ ପୂଜା କରିଥିଲେ

 ଅମୀରଙ୍କ ଭଉଣୀ ନିଖତ ଏବଂ ତାଙ୍କ ସ୍ୱାମୀ ସନ୍ତୋଷଙ୍କ ସହ ଗଣେଶ ଚତୁର୍ଥି ନିଜ ଘରେ ପାଳନ କରିଥିଲେ। ଯାହାର ଫଟୋ ସୋସିଆଲ ଭାଇରାଲ ହୋଇଛି। ଏହି ଫଟୋରେ ଅମୀର  ତାଙ୍କ ପରିବାର ସହିତ ପୂଜା କରୁଥିବା ମଧ୍ୟ ନଜର ଆସିଛନ୍ତି। ଆଉ ଗୋଟିଏ ଫଟୋରେ ତାଙ୍କ ସାନପୁଅ ଆଜାଦ ଖାନ ମଧ୍ୟ ଅମୀରଙ୍କ ସହ ପୂଜାରେ ଠିଆ ହୋଇଥିବା ନଜର ଆସିଛନ୍ତି । ଅମୀର କଳା ରଙ୍ଗର ପ୍ୟାଣ୍ଟ ସହିତ ନୀଳ ରଙ୍ଗର କୁର୍ତ୍ତା ପିନ୍ଧିଥିଲେ। ଏହି ପୂଜା ପରେ ସେ ନିଜ ପରିବାର ସହିତ କ୍ଵାଲିଟି ଟାଇମ୍‌ ବିତାଇଥିଲେ। 

ଅମୀର ଖାନଙ୍କ ଆଗାମୀ ଚଳଚ୍ଚିତ୍ର 

ସେପ୍ଟେମ୍ବର ୭, ଶନିବାର ଦିନ ଅମୀର  ଅମ୍ବାନୀ ପରିବାର ଘରେ ଗଣେଶ ଚତୁର୍ଥି ଉତ୍ସବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସେ ତାଙ୍କ ପୁଅ ଜୁନାଦ ଖାନ ଏବଂ ଆଜାଦ ଖାନଙ୍କ ସହ ନଜର ଆସିଥିଲେ। ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅମୀର ତାଙ୍କ ହୋମ ପ୍ରଡକ୍ସନ୍ ଫିଲ୍ମ 'ସୀତାରା ଜମିନ୍ ପର' ରେ ବ୍ୟସ୍ତ ଅଛନ୍ତି। ଯାହା ଆର.ଏସ୍ ପ୍ରସନ୍ନଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏହି ଫିଲ୍ମ ଡିସେମ୍ବର ୨୫ ରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି।