ଭଞ୍ଜନଗର ଏନଏସିକୁ ସବୁଜ ବନାନୀ କରିବା ଲକ୍ଷ୍ୟ : ମିଳିମିଶି କଲେ ….
ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିକୁ ସବୁଜ ବନାନୀ କରିବା ଲକ୍ଷ୍ୟ ରଖିଛନ୍ତି ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର। ତେଣୁ ସହରର ଖାଲି ପଡ଼ିଥିବା ବିଭିନ୍ନ ଜମିରେ ଚାରା ରୋପଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଶନିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପାତ୍ରକଲୋନୀରେ ଚାରା ରୋପଣ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ନଗର ଏମ ପି ପ୍ରତିନିଧି ସନ୍ତୋଷ କୁମାର ତିଆଡ଼ି, ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ […] The post ଭଞ୍ଜନଗର ଏନଏସିକୁ ସବୁଜ ବନାନୀ କରିବା ଲକ୍ଷ୍ୟ : ମିଳିମିଶି କଲେ …. appeared first on Dharitri Odia News.
ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିକୁ ସବୁଜ ବନାନୀ କରିବା ଲକ୍ଷ୍ୟ ରଖିଛନ୍ତି ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର। ତେଣୁ ସହରର ଖାଲି ପଡ଼ିଥିବା ବିଭିନ୍ନ ଜମିରେ ଚାରା ରୋପଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଶନିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପାତ୍ରକଲୋନୀରେ ଚାରା ରୋପଣ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ନଗର ଏମ ପି ପ୍ରତିନିଧି ସନ୍ତୋଷ କୁମାର ତିଆଡ଼ି, ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମାହାର,କନିଷ୍ଠ ଯନ୍ତ୍ରୀ ଦିଲୀପ କୁମାର ମିଶ୍ର,ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁର୍ଣଚନ୍ଦ୍ର ପାଢ଼ୀ, ଭାଜପା ନେତା ଶିବ ଶଙ୍କର ମହାପାତ୍ର, କାଉନସିଲର ବଳରାମ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରିଥିଲେ।
The post ଭଞ୍ଜନଗର ଏନଏସିକୁ ସବୁଜ ବନାନୀ କରିବା ଲକ୍ଷ୍ୟ : ମିଳିମିଶି କଲେ …. appeared first on Dharitri Odia News.