ଭଞ୍ଜନଗର ଥାନାର ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ଆଇଜି
ଭଞ୍ଜନଗର,୮।୪(ବାବୁଲା ପ୍ରଧାନ ): ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିରିକ୍ଷକ(ଆଇଜି ) ନୀତି ଶେଖର ମଙ୍ଗଳବାର ଭଞ୍ଜନଗର ଥାନା ପରିଦର୍ଶନରେ ଆସି ଥାନାର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ। ଥାନାରେ ଲୋକଙ୍କୁ ଉଚିତ୍ ବ୍ୟବହାର ମିଳୁଛି କି ନାହିଁ, ଅପରାଧ ହାର କେତେ ଅଛି, ପରିବେଶ ପ୍ରମୁଖ ବିଷୟରେ ସମୀକ୍ଷା କରିଥିଲେ। ଏହି ସମୟରେ ଭଞ୍ଜନଗର ଅତିରିକ୍ତ ଏସ୍ପି ରଞ୍ଜନ କୁମାର ଦେ, ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସଆଇ ସମୀର କୁମାର ସେଠି, ଏଏସଆଇ ସୁଶାନ୍ତ କୁମାର […] The post ଭଞ୍ଜନଗର ଥାନାର ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ଆଇଜି appeared first on Dharitri Odia News.
ଭଞ୍ଜନଗର,୮।୪(ବାବୁଲା ପ୍ରଧାନ ): ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିରିକ୍ଷକ(ଆଇଜି ) ନୀତି ଶେଖର ମଙ୍ଗଳବାର ଭଞ୍ଜନଗର ଥାନା ପରିଦର୍ଶନରେ ଆସି ଥାନାର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ। ଥାନାରେ ଲୋକଙ୍କୁ ଉଚିତ୍ ବ୍ୟବହାର ମିଳୁଛି କି ନାହିଁ, ଅପରାଧ ହାର କେତେ ଅଛି, ପରିବେଶ ପ୍ରମୁଖ ବିଷୟରେ ସମୀକ୍ଷା କରିଥିଲେ। ଏହି ସମୟରେ ଭଞ୍ଜନଗର ଅତିରିକ୍ତ ଏସ୍ପି ରଞ୍ଜନ କୁମାର ଦେ, ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସଆଇ ସମୀର କୁମାର ସେଠି, ଏଏସଆଇ ସୁଶାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
The post ଭଞ୍ଜନଗର ଥାନାର ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ଆଇଜି appeared first on Dharitri Odia News.