ଭଞ୍ଜନଗରରେ ଗୋଷ୍ଠୀ ସଂଘର୍ଷ, ୨ ଆହତ

ଭଞ୍ଜନଗର: ଗୋଷ୍ଠୀ ସଂଘର୍ଷରେ ୨ ଆହତ। ଘଟଣା ଘଟିଛି ଭଞ୍ଜନଗର  ବେତାର ଗାଁ ନିକଟରେ।  ଏଥିରେ ସରପଞ୍ଚ ପ୍ରତିନିଧି ସୁବାସ ବରାଡ଼ ଆହତ l ତେବେ ବରାଡ଼ଙ୍କ ସମର୍ଥକମାନେ ଭଞ୍ଜନଗର ଦଶପଲ୍ଲା ରାସ୍ତା ଅବରୋଧ କରିଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛି। Updating...

ଭଞ୍ଜନଗରରେ ଗୋଷ୍ଠୀ ସଂଘର୍ଷ, ୨ ଆହତ

ଭଞ୍ଜନଗର: ଗୋଷ୍ଠୀ ସଂଘର୍ଷରେ ୨ ଆହତ। ଘଟଣା ଘଟିଛି ଭଞ୍ଜନଗର  ବେତାର ଗାଁ ନିକଟରେ।  ଏଥିରେ ସରପଞ୍ଚ ପ୍ରତିନିଧି ସୁବାସ ବରାଡ଼ ଆହତ l ତେବେ ବରାଡ଼ଙ୍କ ସମର୍ଥକମାନେ ଭଞ୍ଜନଗର ଦଶପଲ୍ଲା ରାସ୍ତା ଅବରୋଧ କରିଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛି। 

Updating...