ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭାବେ ଦାୟିତ୍ବ ନେଲେ ମଡ଼କର ସନ୍ଦୀପ ସମ୍ପତ

ଭଦ୍ରକ ୩।୧୦: ଦାୟିତ୍ବ ଗ୍ରହଣ କଲେ ଭଦ୍ରକର ନୂଆ ଏସ୍‌ପି । ପୂର୍ବତନ ଏସ୍‌ପି ବରୁଣ ଗୁଣ୍ଡୁପଲ୍ଲୀଙ୍କ ସ୍ଥାନରେ ମଡ଼କର ସନ୍ଦୀପ ସମ୍ପତ ଦାୟିତ୍ୱ ନେଇଛନ୍ତି । ଭଦ୍ରକ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ନୂତନ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭାବେ ମଡ଼କର ସନ୍ଦୀପ ସମ୍ପତ ବରୁଣ ଗୁଣ୍ଡୁପଲ୍ଲୀଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବରୁ ଢେଙ୍କାନାଳ ଜିଲ୍ଲା ଏସ୍‌ପି ଭାବେ କାର୍ଯ୍ୟ ସନ୍ଦୀପ ସମ୍ପଦ କାର୍ଯ୍ୟ କରିସାରିଛନ୍ତି । ତେବେ ବୁଧବାର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ପୂର୍ବତନ ଏସ୍‌ପିଙ୍କୁ ବିଦାୟିକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୂତନ ଏସ୍‌ପିଙ୍କୁ ସ୍ୱାଗତ କରାଯାଇଥିଲା ।You Can Read:ଚଳିତ ବର୍ଷ ଚାରିଦିନ ପାଳନ ହେବ ପଞ୍ଚକ ବ୍ରତ, ନଭେମ୍ବର ୧୩ରେ ଧବଳେଶ୍ଵରଙ୍କ ପୀଠରେ ବଡ଼ଓଷା 

ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭାବେ ଦାୟିତ୍ବ ନେଲେ ମଡ଼କର ସନ୍ଦୀପ ସମ୍ପତ

ଭଦ୍ରକ ୩।୧୦: ଦାୟିତ୍ବ ଗ୍ରହଣ କଲେ ଭଦ୍ରକର ନୂଆ ଏସ୍‌ପି । ପୂର୍ବତନ ଏସ୍‌ପି ବରୁଣ ଗୁଣ୍ଡୁପଲ୍ଲୀଙ୍କ ସ୍ଥାନରେ ମଡ଼କର ସନ୍ଦୀପ ସମ୍ପତ ଦାୟିତ୍ୱ ନେଇଛନ୍ତି । ଭଦ୍ରକ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ନୂତନ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭାବେ ମଡ଼କର ସନ୍ଦୀପ ସମ୍ପତ ବରୁଣ ଗୁଣ୍ଡୁପଲ୍ଲୀଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବରୁ ଢେଙ୍କାନାଳ ଜିଲ୍ଲା ଏସ୍‌ପି ଭାବେ କାର୍ଯ୍ୟ ସନ୍ଦୀପ ସମ୍ପଦ କାର୍ଯ୍ୟ କରିସାରିଛନ୍ତି । 

ତେବେ ବୁଧବାର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ପୂର୍ବତନ ଏସ୍‌ପିଙ୍କୁ ବିଦାୟିକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନୂତନ ଏସ୍‌ପିଙ୍କୁ ସ୍ୱାଗତ କରାଯାଇଥିଲା ।

You Can Read:

ଚଳିତ ବର୍ଷ ଚାରିଦିନ ପାଳନ ହେବ ପଞ୍ଚକ ବ୍ରତ, ନଭେମ୍ବର ୧୩ରେ ଧବଳେଶ୍ଵରଙ୍କ ପୀଠରେ ବଡ଼ଓଷା