ଭବାନୀପାଟଣାରେ ଚାଞ୍ଚଲ୍ୟ: ରାସ୍ତାରେ ପଡିଛି ବାଇକ ସହ ଯୁବକଙ୍କ ଜଳନ୍ତା ମୃତଦେହ
ଭବାନୀପାଟଣା,୧।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼-ଭବାନୀପାଟଣା ଯାଉଥିବା ୨୬ ନମ୍ବର ଜାତୀୟ ରାଜପଥର ବନମାଳିପୁର ଛକ ନିକଟରେ ରବିବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ବାଇକ ସହ ଜଣେ ଯୁବକଙ୍କ ଜଳନ୍ତା ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ମୃତ ଯୁବକଙ୍କ ନାମ, ପରିଚୟ ବର୍ତ୍ତମାନ ପ୍ରଯ୍ୟନ୍ତ ଜଣାପଡି ନ ଥିବାବେଳେ ପାରି ପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ହୋଇ ଥାଇ ପାରେ ବୋଲି ଅନୁମାନ କରାଯାଉଛି। ଖବରପାଇ ଘଟଣା ସ୍ଥଳକୁ ଜୁନାଗଡ଼ […] The post ଭବାନୀପାଟଣାରେ ଚାଞ୍ଚଲ୍ୟ: ରାସ୍ତାରେ ପଡିଛି ବାଇକ ସହ ଯୁବକଙ୍କ ଜଳନ୍ତା ମୃତଦେହ appeared first on Dharitri Odia News.
ଭବାନୀପାଟଣା,୧।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼-ଭବାନୀପାଟଣା ଯାଉଥିବା ୨୬ ନମ୍ବର ଜାତୀୟ ରାଜପଥର ବନମାଳିପୁର ଛକ ନିକଟରେ ରବିବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ବାଇକ ସହ ଜଣେ ଯୁବକଙ୍କ ଜଳନ୍ତା ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ମୃତ ଯୁବକଙ୍କ ନାମ, ପରିଚୟ ବର୍ତ୍ତମାନ ପ୍ରଯ୍ୟନ୍ତ ଜଣାପଡି ନ ଥିବାବେଳେ ପାରି ପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ହୋଇ ଥାଇ ପାରେ ବୋଲି ଅନୁମାନ କରାଯାଉଛି। ଖବରପାଇ ଘଟଣା ସ୍ଥଳକୁ ଜୁନାଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
The post ଭବାନୀପାଟଣାରେ ଚାଞ୍ଚଲ୍ୟ: ରାସ୍ତାରେ ପଡିଛି ବାଇକ ସହ ଯୁବକଙ୍କ ଜଳନ୍ତା ମୃତଦେହ appeared first on Dharitri Odia News.