ଭରତପୁର କାଣ୍ଡ: କ୍ଷୁବ୍ଧ ହେଲେ ହାଇକୋର୍ଟ

ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ପ୍ରସଙ୍ଗରେ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ କ୍ଷୁବ୍ଧ ହୋଇଛନ୍ତି ହାଇକୋର୍ଟ।

ଭରତପୁର କାଣ୍ଡ: କ୍ଷୁବ୍ଧ ହେଲେ ହାଇକୋର୍ଟ

ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ପ୍ରସଙ୍ଗରେ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ କ୍ଷୁବ୍ଧ ହୋଇଛନ୍ତି ହାଇକୋର୍ଟ। ଶୁଣାଣି ବେଳେ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ କହିଛନ୍ତି, ଘଟଣାବଳୀକୁ ଦେଖିଲା ପରେ ଏହା ବିଚଳିତ କଲା ଭଳି ଲାଗୁଛି। ଦେଖନ୍ତୁ ପୂରା ରିପୋର୍ଟ।