ଭରତପୁର ହାଜତ ନିର୍ଯାତନା ମାମଲା : ତଦନ୍ତ ଶେଷ, ଆଜି ସରକାରଙ୍କୁ ରିପୋର୍ଟ ଦେବେ କମିଶନ

ଭୁବନେଶ୍ୱର  : ଭରତପୁର ହାଜତ ନିର୍ଯାତନା ମାମଲା । ତଦନ୍ତ କରୁଥିବା ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ତଦନ୍ତ ଶେଷ । ଆଜି ସରକାରଙ୍କୁ ରିପୋର୍ଟ ଦେବେ କମିଶନ । କମିଶନଙ୍କ ସଚିବ ସୁଭେନ୍ଦ୍ର ମହାନ୍ତି ଆଉ କିଛି ସମୟ ପରେ ରିପୋର୍ଟ ଗୃହ ସଚିବଙ୍କୁ ପ୍ରଦାନ କରିବେ । ସେନା ଅଧିକାରୀ ଓ ତାଙ୍କ ବନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଥାନା ଅଧିକାରୀଙ୍କ ସମେତ ୫ ପୋଲିସ […] The post ଭରତପୁର ହାଜତ ନିର୍ଯାତନା ମାମଲା : ତଦନ୍ତ ଶେଷ, ଆଜି ସରକାରଙ୍କୁ ରିପୋର୍ଟ ଦେବେ କମିଶନ appeared first on KNews Odisha.

ଭରତପୁର ହାଜତ ନିର୍ଯାତନା ମାମଲା : ତଦନ୍ତ ଶେଷ, ଆଜି ସରକାରଙ୍କୁ ରିପୋର୍ଟ ଦେବେ କମିଶନ
CR Das

ଭୁବନେଶ୍ୱର  : ଭରତପୁର ହାଜତ ନିର୍ଯାତନା ମାମଲା । ତଦନ୍ତ କରୁଥିବା ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ତଦନ୍ତ ଶେଷ । ଆଜି ସରକାରଙ୍କୁ ରିପୋର୍ଟ ଦେବେ କମିଶନ । କମିଶନଙ୍କ ସଚିବ ସୁଭେନ୍ଦ୍ର ମହାନ୍ତି ଆଉ କିଛି ସମୟ ପରେ ରିପୋର୍ଟ ଗୃହ ସଚିବଙ୍କୁ ପ୍ରଦାନ କରିବେ । ସେନା ଅଧିକାରୀ ଓ ତାଙ୍କ ବନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଥାନା ଅଧିକାରୀଙ୍କ ସମେତ ୫ ପୋଲିସ ଅଧିକାରୀ ନିଲମ୍ବିତ ହୋଇଥିଲେ । ସେମାନଙ୍କ ପଲିଗ୍ରାଫି ଟେଷ୍ଟ ହୋଇଥିଲା । ପୂର୍ବତନ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ହୋଇଥିଲା ପଲିଗ୍ରାଫି, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଆନାଲିଶିସ ଟେଷ୍ଟ  ।

The post ଭରତପୁର ହାଜତ ନିର୍ଯାତନା ମାମଲା : ତଦନ୍ତ ଶେଷ, ଆଜି ସରକାରଙ୍କୁ ରିପୋର୍ଟ ଦେବେ କମିଶନ appeared first on KNews Odisha.