ଭାଇକୁ ବାଡେଇ ବାଡେଇ ମାରିଦେଲା କ୍ରସର ମାଲିକ, ବଡ ଭାଇ ମୁହଁ ଖୋଲିଲା ବୋଲି ଗୋଡେଇ ଗୋଡେଇ ହାଣିଦେଲେ

ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ବହୁ ଚର୍ଚିତ କ୍ରସର କର୍ମଚାରୀଙ୍କ ନିର୍ମମ ହତ୍ୟା ଘଟଣାକୁ ଛଅଦିନ ବିତିଯାଇଥିବା ବେଳେ ଅନ୍ୟପଟେ ମୃତ ଯୁବକ ଅର୍ଜିତ ଜେନାଙ୍କ ମାଉସୀ ପୁଅ ଭାଇ ସୁଜିତ ଜେନାଙ୍କୁ ଗତକାଲି ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ ହୋଇଛି