ଭାଇରାଲ୍‌ ହେଉଛି ବାବାଙ୍କ ରଙ୍ଗୀଲା ବେଶ

ଖୋଲିବାରେ ଲାଗିଛି ରଙ୍ଗିଲା ବାବା କୈବଲ୍ୟ ଜାନୀଙ୍କ ଗୋଟିଏ ପରେ ଗୋଟିଏ ଗୁମର। 

ଭାଇରାଲ୍‌ ହେଉଛି ବାବାଙ୍କ ରଙ୍ଗୀଲା ବେଶ

ଖୋଲିବାରେ ଲାଗିଛି ରଙ୍ଗିଲା ବାବା କୈବଲ୍ୟ ଜାନୀଙ୍କ ଗୋଟିଏ ପରେ ଗୋଟିଏ ଗୁମର। ଚର୍ଚ୍ଚା ହେଉଛି କିସ୍‌ ଦେଉଥିବା ଯୁବତୀଙ୍କୁ ବାବା କୁଆଡେ ଅପହରଣ କରିଛନ୍ତି। ସେହି ମାମଲାରେ ଢେଙ୍କାନାଳ ପୁଲିସ୍‌ ବାବାଙ୍କୁ ଆଶ୍ରମରୁ ଉଠାଇ ନେଇ ପଚରାଉଚରା କରୁଛି । ଦେଖନ୍ତୁ ପୂରା ରିପୋର୍ଟ।