ଭାଗ୍ୟ ବଦଳାଇ ଦେଲା ମାଇଁ ଏଲେଭେନ ସର୍କଲ, ଅନଲାଇନ ଗେମ୍ ଖେଳି କୋଟିପତି ହେଲେ ସୁକାନ୍ତ ପ୍ରଧାନ

ବ୍ରହ୍ମଗିରି : ଅନଲାଇନ ଗେମ୍ ଖେଳି କୋଟି ପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ପୂରି ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସିଆରା ଗ୍ରାମର ସୁକାନ୍ତ ପ୍ରଧାନ । ତାଙ୍କୁ ତିନି କୋଟି ଟଙ୍କା ସହ ଏକ ମହିନ୍ଦ୍ରା ଫାରେ କାର୍ ପୁରସ୍କାର ସୋରୁପ ମିଳିଛି । ବର୍ତ୍ତମାନ ସୁକାନ୍ତଙ୍କ ପାଖକୁ ଏବେ ସାଙ୍ଗ ସାଥୀ ମାନଙ୍କ ଶୁଭେଛାର ସୁଅ ଛୁଟିଛି । ସୁକାନ୍ତ ଜଣେ କ୍ରିକେଟ ପ୍ରେମୀ ଓ ସେ ବହୁଦିନ ଧରି କ୍ରିକେଟ ଖେଳି ଆସୁଛନ୍ତି […] The post ଭାଗ୍ୟ ବଦଳାଇ ଦେଲା ମାଇଁ ଏଲେଭେନ ସର୍କଲ, ଅନଲାଇନ ଗେମ୍ ଖେଳି କୋଟିପତି ହେଲେ ସୁକାନ୍ତ ପ୍ରଧାନ appeared first on KNews Odisha.

ଭାଗ୍ୟ ବଦଳାଇ ଦେଲା ମାଇଁ ଏଲେଭେନ ସର୍କଲ, ଅନଲାଇନ ଗେମ୍ ଖେଳି କୋଟିପତି ହେଲେ ସୁକାନ୍ତ ପ୍ରଧାନ
online game 2

ବ୍ରହ୍ମଗିରି : ଅନଲାଇନ ଗେମ୍ ଖେଳି କୋଟି ପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ପୂରି ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସିଆରା ଗ୍ରାମର ସୁକାନ୍ତ ପ୍ରଧାନ । ତାଙ୍କୁ ତିନି କୋଟି ଟଙ୍କା ସହ ଏକ ମହିନ୍ଦ୍ରା ଫାରେ କାର୍ ପୁରସ୍କାର ସୋରୁପ ମିଳିଛି । ବର୍ତ୍ତମାନ ସୁକାନ୍ତଙ୍କ ପାଖକୁ ଏବେ ସାଙ୍ଗ ସାଥୀ ମାନଙ୍କ ଶୁଭେଛାର ସୁଅ ଛୁଟିଛି । ସୁକାନ୍ତ ଜଣେ କ୍ରିକେଟ ପ୍ରେମୀ ଓ ସେ ବହୁଦିନ ଧରି କ୍ରିକେଟ ଖେଳି ଆସୁଛନ୍ତି । ଅର୍ ଅଶ୍ୱନିଙ୍କୁ ସେ ଅଧିନାୟକ କରି ଖେଳି ଏହି ସଫଳତା ହାସଲ କରିଛନ୍ତି ।  ଏତେ ଗୁଡିଏ ଟଙ୍କା ସେ ଏକ କାଳୀନ ପାଉଥିବାରୁ ସେ କଣ କରିବେ ବୋଲି ପଚାରିବାରୁ ସେ କୁହନ୍ତି ତାଙ୍କର ବହୁତ ଗୁଡ଼ିଏ କରଜ ଅଛି । ତାକୁ ସୁଝିବେ ଓ କିଛି ଟଙ୍କା ସମାଜ କଲ୍ୟାଣ କାର୍ଯ୍ୟରେ ଲଗାଇବେ ବୋଲି କହିଛନ୍ତି ।

ସୂଚନା ଅନୁସାରେ ଗତ କାଲି ମୁମ୍ବାଇ ଓ ଗୁଜୁରାଟ ମଧ୍ୟରେ ଆଇପିଏଲ ଟକର ଚାଲି ଥିବା ବେଳେ ସୁକାନ୍ତ ପ୍ରାୟ ଚଉଦଟି ଟିମ୍ କରି ମାଇଁ ଏଲେଭେନ ସର୍କଲରେ ଖେଳିବା ଆରମ୍ଭ କରିଥିଲେ । ରାତି ପ୍ରାୟ ଏଗାରଟା ସମୟ ରେ ତାର ମାଇଁ ଏଲେଭେନ ସର୍କଲ ୱାଲ୍ଟାଟ ରେ ସେ ବିଜୟ ହୋଇ ଛନ୍ତି । ତାଙ୍କୁ ତିନି କୋଟି ଟଙ୍କା ସହ ଏକ ମହିନ୍ଦ୍ରା ଫାରେ କାର୍ ପୁରସ୍କାର ସୋରୁପ ମିଳିଛି । ଖବର ପାଇବା ପରେ ସୁକାନ୍ତ ଭାବ ବିହୋଲିତ ହୋଇ ପଡିଛନ୍ତି ।

 

ଆହୁରି ପଢ଼ନ୍ତୁ :  ଆଜି ୧୨ଟି ଜିଲ୍ଲାରେ ସିଭିଲ୍‌ ଡିଫେନ୍ସ ମକ୍‌ ଡ୍ରିଲ୍‌, ଅପରାହ୍ଣ ୪ଟାରେ ବାଜିବ ଯୁଦ୍ଧ ସାଇରନ୍‌

The post ଭାଗ୍ୟ ବଦଳାଇ ଦେଲା ମାଇଁ ଏଲେଭେନ ସର୍କଲ, ଅନଲାଇନ ଗେମ୍ ଖେଳି କୋଟିପତି ହେଲେ ସୁକାନ୍ତ ପ୍ରଧାନ appeared first on KNews Odisha.