ଭାଙ୍ଗିଗଲା ଷ୍ଟେଜ୍‌, ବସ୍‌ ଉପରେ ଚଢି ଭାଷଣ ଦେଲେ ତେଜସ୍ବୀ ଯାଦବ, ଭାଇରାଲ ହେଉଛି ଭିଡିଓ

ପାଟନା,୨୧।୨: ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ବୀ ଯାଦବ ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିହାରର ସୀତାମଡିରେ ପହଞ୍ଚିଥିଲେ। ହେଲେ ସେଠାରେ ହଠାତ୍‌ ମଞ୍ଚ ଭାଙ୍ଗି ଯାଇଥିଲା । ଯାହା ପରେ ତେଜସ୍ବୀ ବସ୍‌ରେ ଚଢି ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି।   View this post on Instagram   A post shared by NDTV […] The post ଭାଙ୍ଗିଗଲା ଷ୍ଟେଜ୍‌, ବସ୍‌ ଉପରେ ଚଢି ଭାଷଣ ଦେଲେ ତେଜସ୍ବୀ ଯାଦବ, ଭାଇରାଲ ହେଉଛି ଭିଡିଓ appeared first on Dharitri Odia News.

ଭାଙ୍ଗିଗଲା ଷ୍ଟେଜ୍‌, ବସ୍‌ ଉପରେ ଚଢି ଭାଷଣ ଦେଲେ ତେଜସ୍ବୀ ଯାଦବ, ଭାଇରାଲ ହେଉଛି ଭିଡିଓ

ପାଟନା,୨୧।୨: ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ବୀ ଯାଦବ ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିହାରର ସୀତାମଡିରେ ପହଞ୍ଚିଥିଲେ। ହେଲେ ସେଠାରେ ହଠାତ୍‌ ମଞ୍ଚ ଭାଙ୍ଗି ଯାଇଥିଲା । ଯାହା ପରେ ତେଜସ୍ବୀ ବସ୍‌ରେ ଚଢି ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି।

 

View this post on Instagram

 

A post shared by NDTV India (@ndtvindia)

The post ଭାଙ୍ଗିଗଲା ଷ୍ଟେଜ୍‌, ବସ୍‌ ଉପରେ ଚଢି ଭାଷଣ ଦେଲେ ତେଜସ୍ବୀ ଯାଦବ, ଭାଇରାଲ ହେଉଛି ଭିଡିଓ appeared first on Dharitri Odia News.