ଭାଜପା ଶାଶିତ ରାଜ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ଝିଅଙ୍କୁ ଉତ୍ପୀଡ଼ନ
ମୁମ୍ବାଇ,୨।୩: ମହାରାଷ୍ଟ୍ରର ଜଲଗଁାଓସ୍ଥିତ ମୁକ୍ତାଇନଗରଠାରେ ଚାଲିଥିବା ସନ୍ଥ ମୁକ୍ତାଇ ମେଳାରେ କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ରକ୍ଷା ଖଡ଼ସେଙ୍କ ଝିଅଙ୍କୁ ଉତ୍ପୀଡ଼ନ କରାଯାଇଥିବାର ମାମଲା ସାମ୍ନାକୁ ଆସିଛି। ଏନେଇ ରବିବାର ରକ୍ଷା ମୁକ୍ତାଇନଗର ଥାନାରେ ଅଭିଯୋଗ କରିଛନ୍ତି। ରକ୍ଷାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିବା ସହ ଜଣଙ୍କୁ ଗିରଫ କରିଛି। ଶନିବାର ରକ୍ଷାଙ୍କ ଝିଅ ତାଙ୍କର ଜଣେ ବନ୍ଧୁଙ୍କ ସହ ସନ୍ଥ ମୁକ୍ତାଇ ମେଳାକୁ ଯାଇଥିବାବେଳେ ସେଠାରେ କେତେଜଣ ଯୁବକ ଉଭୟଙ୍କୁ ଦୁର୍ବ୍ୟବହାର କରିବା […] The post ଭାଜପା ଶାଶିତ ରାଜ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ଝିଅଙ୍କୁ ଉତ୍ପୀଡ଼ନ appeared first on Dharitri Odia News.
ମୁମ୍ବାଇ,୨।୩: ମହାରାଷ୍ଟ୍ରର ଜଲଗଁାଓସ୍ଥିତ ମୁକ୍ତାଇନଗରଠାରେ ଚାଲିଥିବା ସନ୍ଥ ମୁକ୍ତାଇ ମେଳାରେ କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ରକ୍ଷା ଖଡ଼ସେଙ୍କ ଝିଅଙ୍କୁ ଉତ୍ପୀଡ଼ନ କରାଯାଇଥିବାର ମାମଲା ସାମ୍ନାକୁ ଆସିଛି। ଏନେଇ ରବିବାର ରକ୍ଷା ମୁକ୍ତାଇନଗର ଥାନାରେ ଅଭିଯୋଗ କରିଛନ୍ତି। ରକ୍ଷାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିବା ସହ ଜଣଙ୍କୁ ଗିରଫ କରିଛି।
ଶନିବାର ରକ୍ଷାଙ୍କ ଝିଅ ତାଙ୍କର ଜଣେ ବନ୍ଧୁଙ୍କ ସହ ସନ୍ଥ ମୁକ୍ତାଇ ମେଳାକୁ ଯାଇଥିବାବେଳେ ସେଠାରେ କେତେଜଣ ଯୁବକ ଉଭୟଙ୍କୁ ଦୁର୍ବ୍ୟବହାର କରିବା ସହ ଉତ୍ପୀଡ଼ନ କରିଥିଲେ। ତେବେ ଏହି ଘଟଣାକୁ ଏକ ଦୁର୍ଭାଗ୍ୟଜନକ ଘଟଣା କହିବା ସହ ଖୁବ୍ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିଶ କହିଛନ୍ତି।
The post ଭାଜପା ଶାଶିତ ରାଜ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ ଝିଅଙ୍କୁ ଉତ୍ପୀଡ଼ନ appeared first on Dharitri Odia News.