ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି: କେଜରିୱାଲଙ୍କ ବିପକ୍ଷରେ ଲଢ଼ିବେ….

ନୂଆଦିଲ୍ଲୀ,୪/୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପା ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ୨୯ ଜଣିଆ ଏହି ତାଲିକାରେ ଅରବିନ୍ଦ କେଜରିୱାଲ ଏବଂ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରାଯାଇଛି । ଭାଜପା ନୂଆଦିଲ୍ଲୀ ବିଧାନସଭା ଆସନରୁ ପରବେଶ ସାହିବ ସିଂ ବର୍ମା ଏବଂ କାଲକାଜୀ ଆସନରୁ ରମେଶ ବିଧୁରୀଙ୍କୁ ପ୍ରାର୍ଥୀ କରିଛି। ଉଭୟ ଯଥାକ୍ରମେ କେଜରିୱାଲ ଏବଂ ଅତିଶୀଙ୍କ ବିପକ୍ଷରେ ଲଢ଼ିବେ।ଏହାବ୍ୟତୀତ ଆପ୍ ବିରୋଧରେ ବିଦ୍ରୋହ କରି ଭାଜପାରେ ଯୋଗ ଦେଇଥିବା […] The post ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି: କେଜରିୱାଲଙ୍କ ବିପକ୍ଷରେ ଲଢ଼ିବେ…. appeared first on Dharitri Odia News.

ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି: କେଜରିୱାଲଙ୍କ ବିପକ୍ଷରେ ଲଢ଼ିବେ….

ନୂଆଦିଲ୍ଲୀ,୪/୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପା ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ୨୯ ଜଣିଆ ଏହି ତାଲିକାରେ ଅରବିନ୍ଦ କେଜରିୱାଲ ଏବଂ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରାଯାଇଛି । ଭାଜପା ନୂଆଦିଲ୍ଲୀ ବିଧାନସଭା ଆସନରୁ ପରବେଶ ସାହିବ ସିଂ ବର୍ମା ଏବଂ କାଲକାଜୀ ଆସନରୁ ରମେଶ ବିଧୁରୀଙ୍କୁ ପ୍ରାର୍ଥୀ କରିଛି। ଉଭୟ ଯଥାକ୍ରମେ କେଜରିୱାଲ ଏବଂ ଅତିଶୀଙ୍କ ବିପକ୍ଷରେ ଲଢ଼ିବେ।ଏହାବ୍ୟତୀତ ଆପ୍ ବିରୋଧରେ ବିଦ୍ରୋହ କରି ଭାଜପାରେ ଯୋଗ ଦେଇଥିବା କୈଳାସ ଗେହଲୋଟଙ୍କୁ ବିଜୱାସନ ଆସନରୁ ପ୍ରାର୍ଥୀ କରାଯାଇଛି।

The post ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି: କେଜରିୱାଲଙ୍କ ବିପକ୍ଷରେ ଲଢ଼ିବେ…. appeared first on Dharitri Odia News.