ଭାରତ ଏବଂ ଅଷ୍ଟ୍ରେଲିଆ ଅଣ୍ଡର ୧୯ ବିଶ୍ୱକପ : ଭାରତକୁ ୨୫୪ ରନ୍ର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ
ଅଣ୍ଡର ୧୯ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ଭାରତକୁ କଙ୍ଗାରୁ ବାହିନୀ ୨୫୪ ରନର ଲକ୍ଷ୍ୟ ଦେଇଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେଉଥିବା ଫାଇନାଲ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ବାହିନୀ । ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ କଙ୍ଗାରୁ ବାହିନୀ ୫୦ ଓଭରରେ ୨୫୩ ରନ କରିବାକୁ ସକ୍ଷମ ହୋଇଛି । ଆଉ ଭାରତକୁ ୨୫୪ ରନର ଲକ୍ଷ୍ୟ ଦେଇଛି । […] The post ଭାରତ ଏବଂ ଅଷ୍ଟ୍ରେଲିଆ ଅଣ୍ଡର ୧୯ ବିଶ୍ୱକପ : ଭାରତକୁ ୨୫୪ ରନ୍ର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ appeared first on KNews Odisha.

ଅଣ୍ଡର ୧୯ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ଭାରତକୁ କଙ୍ଗାରୁ ବାହିନୀ ୨୫୪ ରନର ଲକ୍ଷ୍ୟ ଦେଇଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେଉଥିବା ଫାଇନାଲ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ବାହିନୀ ।
ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ କଙ୍ଗାରୁ ବାହିନୀ ୫୦ ଓଭରରେ ୨୫୩ ରନ କରିବାକୁ ସକ୍ଷମ ହୋଇଛି । ଆଉ ଭାରତକୁ ୨୫୪ ରନର ଲକ୍ଷ୍ୟ ଦେଇଛି । କଙ୍ଗାରୁ ବାହିନୀ ୫୦ ଓଭରରେ ୭ ଓ୍ଵିକେଟ ହରାଇ ୨୫୩ ରନ୍ କରିଛି ।
କଙ୍ଗାରୁ ଟିମ ପକ୍ଷରୁ ହରଜାସ ସିଂ ସର୍ବାଧିକ ୫୫ ରନ୍ କରିଛନ୍ତି । ସେହିପରି ହ୍ୟୁଜ େଓ୍ଵଜେନ ୪୮ ରନ୍ ଏବଂ ହ୍ୟାରି ଡିକ୍ସନ ୪୨ ରନ୍ କରି ଆଉଟ୍ ହୋଇଛନ୍ତି । ଅଲିଭର ପିକେ ୪୩ ବଲରେ ୪୬ ରନ୍ କରି ଅପରାଜିତ ଥିଲେ ।
ଭାରତ ପକ୍ଷରୁ ରାଜ ଲିମ୍ବାନି ୩ ଓ୍ଵିକେଟ ନେଇଥିବା ବେଳେ ନମନ ତିୱାରୀ ୨ଟି, ସୌମ୍ୟ ପାଣ୍ଡେ ଏବଂ ମୁଶୀର ଖାନ ୧ଟି ଲେଖାଏଁ ଓ୍ଵିକେଟ ନେଇଛନ୍ତି ।
Innings Break!#TeamIndia need 2⃣5⃣4⃣ to win the #U19WorldCup!
3⃣ wickets for Raj Limbani
2⃣ wickets for Naman Tiwari
A wicket each for Saumy Pandey & Musheer KhanOver to our batters
Read More