ରାବଣ ପୋଡା ସମୟରେ ଅଘଟଣ, ବାଣ ବାଜି ଜଣେ ବେହୋସ
ରାଉରକେଲା : ରାବଣ ପୋଡା ସମୟରେ ଘଟିଗଲା ଅଘଟଣ । ରାବଣ ପୋଡି ହଉଥିବା ସମୟରେ ବାଣଫୁଟି ଦେହରେ ବାଣ ବାଜିବାରୁ ଜଣେ ବ୍ୟକ୍ତି ଗୁରୁତର ଆହତ । ବେହୋସ ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବ୍ୟକ୍ତିଙ୍କ ପରିଚୟ ହେଉଛି ଝାଡ଼ଖଣ୍ଡର ରାଜେଶ ମାହାତ୍ବ । ରାଉରକେଲା କଳୁଙ୍ଗା ଅଞ୍ଚଳରେ ରହୁଥିଲେ । ଆଜି ରାଉରକେଲା ସେକ୍ଟର ୧୩ ରେ ହେଉଥିବା ରାବଣ ପୋଡି ଦେଖିବାକୁ ଯାଇଥିବା ବେଳେ ଦେହରେ ବାଣ […] The post ରାବଣ ପୋଡା ସମୟରେ ଅଘଟଣ, ବାଣ ବାଜି ଜଣେ ବେହୋସ appeared first on KNews Odisha.

ରାଉରକେଲା : ରାବଣ ପୋଡା ସମୟରେ ଘଟିଗଲା ଅଘଟଣ । ରାବଣ ପୋଡି ହଉଥିବା ସମୟରେ ବାଣଫୁଟି ଦେହରେ ବାଣ ବାଜିବାରୁ ଜଣେ ବ୍ୟକ୍ତି ଗୁରୁତର ଆହତ । ବେହୋସ ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବ୍ୟକ୍ତିଙ୍କ ପରିଚୟ ହେଉଛି ଝାଡ଼ଖଣ୍ଡର ରାଜେଶ ମାହାତ୍ବ ।
ରାଉରକେଲା କଳୁଙ୍ଗା ଅଞ୍ଚଳରେ ରହୁଥିଲେ । ଆଜି ରାଉରକେଲା ସେକ୍ଟର ୧୩ ରେ ହେଉଥିବା ରାବଣ ପୋଡି ଦେଖିବାକୁ ଯାଇଥିବା ବେଳେ ଦେହରେ ବାଣ ବାଜି ବେହୋସ ହୋଇ ପଡ଼ିଥିଲେ । ତାଙ୍କ ସହ ନିକଟରେ ଥିବା ଅନ୍ୟ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କର ପରିଚୟ ମିଳିନାହିଁ ।
The post ରାବଣ ପୋଡା ସମୟରେ ଅଘଟଣ, ବାଣ ବାଜି ଜଣେ ବେହୋସ appeared first on KNews Odisha.