ଭାରତର ହମଲାରେ ଧରାଶାୟୀ ପାକିସ୍ତାନ

ଭାରତର ହମଲାରେ ଧରାଶାୟୀ ପାକିସ୍ତାନ । ବିଶ୍ୱ ଆଗରେ ହାତ ପତାଇ ଋଣ ପାଇଁ ଭିକ ମାଗିଲା ପାକିସ୍ତାନ। ନିଜ ମିତ୍ରରାଷ୍ଟ୍ରଙ୍କୁ ଋଣ ମାଗିଛି। ଭାରତର ଘନ ଘନ ଆକ୍ରମଣରେ ପାକିସ୍ତାନରେ ବହୁତ କ୍ଷତି ହୋଇଛି । ଏଥିପାଇଁ ପାକିସ୍ତାନ ମିତ୍ର ରାଷ୍ଟ୍ରଙ୍କୁ ତୁରନ୍ତ ସହାୟତା ପାଇଁ ଗୁହାରୀ କରିଛି।

ଭାରତର ହମଲାରେ ଧରାଶାୟୀ ପାକିସ୍ତାନ
Array