ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶ, ରବିବାର ଦିନ ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର(କେନ୍ୟୁଜ୍‌): ମାର୍ଚ୍ଚ ୩୧ ରବିବାର ଦିନ ଖୋଲା ରହିବ ଦେଶର ସବୁ ବ୍ୟାଙ୍କ । ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସବୁ ବ୍ୟାଙ୍କଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆର୍ଥିକ ବର୍ଷର ଶେଷ ଦିନରେ ଭାରତ ସରକାରଙ୍କ ରିସିପ୍ ଟ ଓ ପେମେଣ୍ଟ ଟ୍ରାଞ୍ଜାକ୍ ସନକୁ ଦୃଷ୍ଟିରେ ରଖି ସମସ୍ତ ବ୍ରାଞ୍ଚକୁ ଖୋଲା ରଖିବାକୁ କୁହାଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ରବିବାର ପଡୁଛି । ତେଣୁ ଏହି ଦିନ ବ୍ୟାଙ୍କ ବନ୍ଦ […] The post ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶ, ରବିବାର ଦିନ ଖୋଲା ରହିବ ବ୍ୟାଙ୍କ appeared first on KNews Odisha.

ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶ, ରବିବାର ଦିନ ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର(କେନ୍ୟୁଜ୍‌): ମାର୍ଚ୍ଚ ୩୧ ରବିବାର ଦିନ ଖୋଲା ରହିବ ଦେଶର ସବୁ ବ୍ୟାଙ୍କ । ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସବୁ ବ୍ୟାଙ୍କଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆର୍ଥିକ ବର୍ଷର ଶେଷ ଦିନରେ ଭାରତ ସରକାରଙ୍କ ରିସିପ୍ ଟ ଓ ପେମେଣ୍ଟ ଟ୍ରାଞ୍ଜାକ୍ ସନକୁ ଦୃଷ୍ଟିରେ ରଖି ସମସ୍ତ ବ୍ରାଞ୍ଚକୁ ଖୋଲା ରଖିବାକୁ କୁହାଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ରବିବାର ପଡୁଛି । ତେଣୁ ଏହି ଦିନ ବ୍ୟାଙ୍କ ବନ୍ଦ ରହିବା କଥା । ଆରବିଆଇର ନିର୍ଦ୍ଦେଶ ପରେ ସମସ୍ତ ବ୍ୟାଙ୍କର ସବୁ ବ୍ରାଞ୍ଚ ଖୋଲା ରହିବ। ସରକାରୀ କାର୍ଯ୍ୟ ସହ ସମସ୍ତ ଜନସାଧାରଣ ମଧ୍ଯ ସେଦିନ ଆର୍ଥିକ କାରବାର କରିପାରିବେ ବୋଲି କୁହାଯାଇଛି ।

The post ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶ, ରବିବାର ଦିନ ଖୋଲା ରହିବ ବ୍ୟାଙ୍କ appeared first on KNews Odisha.