ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସ୍ଵାକ୍ଷରତା ସଚେତନତା ଶିବିର

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆଜି ମଙ୍ଗଳବାର ଦିନ ଆର୍ଥିକ ସ୍ଵାକ୍ଷରତା ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ(ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର) ଦେବ କିଶୋର ନାଏକ, ଆର୍ଥିକ ପରାମର୍ଶଦାତା (ଫାଇନାନ୍ସିଆଲ୍ ଲିଟେରାସୀ ସଂଯୋଜକ) ଯଦୁମଣି ପ୍ରଧାନ ଏବଂ ଜମନକିରା ଶାଖା ପରିଚାଳକ ଦିଲୀପ ଦାସ ପ୍ରମୁଖ ଯୋଗଦେଇ ଯୁବକ ମାନେ କିପରି ଆର୍ଥିକ ଦିଗରେ ଯତ୍ନବାନ ହୋଇପାରିବେ ସେନେଇ ବୁଝାଇଥିଲେ। ଏହି […] The post ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସ୍ଵାକ୍ଷରତା ସଚେତନତା ଶିବିର appeared first on Odisha.News.

ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସ୍ଵାକ୍ଷରତା ସଚେତନତା ଶିବିର

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆଜି ମଙ୍ଗଳବାର ଦିନ ଆର୍ଥିକ ସ୍ଵାକ୍ଷରତା ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ(ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର) ଦେବ କିଶୋର ନାଏକ, ଆର୍ଥିକ ପରାମର୍ଶଦାତା (ଫାଇନାନ୍ସିଆଲ୍ ଲିଟେରାସୀ ସଂଯୋଜକ) ଯଦୁମଣି ପ୍ରଧାନ ଏବଂ ଜମନକିରା ଶାଖା ପରିଚାଳକ ଦିଲୀପ ଦାସ ପ୍ରମୁଖ ଯୋଗଦେଇ ଯୁବକ ମାନେ କିପରି ଆର୍ଥିକ ଦିଗରେ ଯତ୍ନବାନ ହୋଇପାରିବେ ସେନେଇ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଯୁକ୍ତ୩ ଛାତ୍ରୀ ଛାତ୍ର ମାନେ ଉପସ୍ଥିତ ଥିଲେ।

The post ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସ୍ଵାକ୍ଷରତା ସଚେତନତା ଶିବିର appeared first on Odisha.News.