ଭାରସାମ୍ୟ ହରାଇ ଗାର୍ଡ ଓ୍ବାଲ୍ରେ ପିଟିହେଲା ବାଇକ୍, ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ
କରଞ୍ଜିଆ ୧୨।୧୧: ଭାରସାମ୍ୟ ହରାଇ ରାସ୍ତା କଡ ସୁରକ୍ଷା ବାଡ଼ରେ ପିଟି ହେଲା ବାଇକ୍ । ଦୁର୍ଘଟଣାରେ ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ । ଘଟଣାସ୍ଥଳରେ ପୋଲିସର ତଦନ୍ତ ।ସୂଚନାଯୋଗ୍ୟ ଯେ, ଏକ ପଲସର ବାଇକରେ ଠାକୁରମୁଣ୍ଡାରୁ କପ୍ତିପଦା ରାସ୍ତାରେ ଯାଉଥିବା ବେଳେ ଦିଗଧର ନିକଟରେ ଦୁର୍ଘଟଣା ଘଟିଛି । ସୁରକ୍ଷା ବାଡ଼ରେ ପିଟି ହୋଇ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଜଣଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳି ପାରିନି । ଜଣେ ଛାତ୍ର କଳାକାଦ ଏସ ଏସ ପଲିଟେକିନିକ କଲେଜର ଦ୍ବିତୀୟ ବର୍ଷର ଛାତ୍ର ଚୋଡ଼ଗଙ୍ଗଦେବ ମୁଣ୍ଡା । ଅନ୍ୟ ଜଣଙ୍କ ପରିଚୟ ମିଳି ପାରିନି । ଘଟଣାସ୍ଥଳରେ ଠାକୁରମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।You Can Read:ଡିଜିଟାଲ୍ ଟିକେଟ୍ ପାଇଁ ଓଏନ୍ଡ଼ିସି ପ୍ଲାଟଫର୍ମରେ ଯୋଡ଼ିହେଲା କ୍ରୁଟ୍, ଚାଲୋ ଆପ୍ ମାଧ୍ୟମରେ କଟାଯିବ ମୋ ବସ୍ର ଅନ୍ଲାଇନ୍ ଟିକେଟ୍
କରଞ୍ଜିଆ ୧୨।୧୧: ଭାରସାମ୍ୟ ହରାଇ ରାସ୍ତା କଡ ସୁରକ୍ଷା ବାଡ଼ରେ ପିଟି ହେଲା ବାଇକ୍ । ଦୁର୍ଘଟଣାରେ ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ । ଘଟଣାସ୍ଥଳରେ ପୋଲିସର ତଦନ୍ତ ।
ସୂଚନାଯୋଗ୍ୟ ଯେ, ଏକ ପଲସର ବାଇକରେ ଠାକୁରମୁଣ୍ଡାରୁ କପ୍ତିପଦା ରାସ୍ତାରେ ଯାଉଥିବା ବେଳେ ଦିଗଧର ନିକଟରେ ଦୁର୍ଘଟଣା ଘଟିଛି । ସୁରକ୍ଷା ବାଡ଼ରେ ପିଟି ହୋଇ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଜଣଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳି ପାରିନି । ଜଣେ ଛାତ୍ର କଳାକାଦ ଏସ ଏସ ପଲିଟେକିନିକ କଲେଜର ଦ୍ବିତୀୟ ବର୍ଷର ଛାତ୍ର ଚୋଡ଼ଗଙ୍ଗଦେବ ମୁଣ୍ଡା । ଅନ୍ୟ ଜଣଙ୍କ ପରିଚୟ ମିଳି ପାରିନି । ଘଟଣାସ୍ଥଳରେ ଠାକୁରମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
You Can Read: