ଭାରସାମ୍ୟ ହରାଇ ଘର ଉପରକୁ ମାଡ଼ିଗଲା ଟ୍ରକ୍ ,ମହିଳା ମୃତ
ରାୟଗଡା : ଘର ଭିତରକୁ ମାଡିଗଲା ଟ୍ୟାଙ୍କର, ମହିଳା ମୃତ । ରାୟଗଡା ଜିଲ୍ଲା ସଦର ଥାନା ଗୁମା ଗାଁ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ଲକ୍ଷ୍ମୀ ପାତ୍ର । ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ରାତି ୨ଟାରେ ଟ୍ରକଟି ଭାରସାମ୍ୟ ହରାଇ ଘର ଭିତରକୁ ପଶିଯାଇଥିଲା । ଅଗ୍ନିଶମବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । Also read: ଟ୍ରକ୍କୁ ପଛରୁ ପିଟିଲା ଟ୍ରାଭେଲର, ୧୨ […] The post ଭାରସାମ୍ୟ ହରାଇ ଘର ଉପରକୁ ମାଡ଼ିଗଲା ଟ୍ରକ୍ ,ମହିଳା ମୃତ appeared first on KNews Odisha.

ରାୟଗଡା : ଘର ଭିତରକୁ ମାଡିଗଲା ଟ୍ୟାଙ୍କର, ମହିଳା ମୃତ । ରାୟଗଡା ଜିଲ୍ଲା ସଦର ଥାନା ଗୁମା ଗାଁ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ଲକ୍ଷ୍ମୀ ପାତ୍ର । ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଗତକାଲି ରାତି ୨ଟାରେ ଟ୍ରକଟି ଭାରସାମ୍ୟ ହରାଇ ଘର ଭିତରକୁ ପଶିଯାଇଥିଲା । ଅଗ୍ନିଶମବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Also read: ଟ୍ରକ୍କୁ ପଛରୁ ପିଟିଲା ଟ୍ରାଭେଲର, ୧୨ ଯବାନ ଗୁରୁତର ଆହତ
The post ଭାରସାମ୍ୟ ହରାଇ ଘର ଉପରକୁ ମାଡ଼ିଗଲା ଟ୍ରକ୍ ,ମହିଳା ମୃତ appeared first on KNews Odisha.